Below header

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବୃଦ୍ଧି ପାଇଁ ସରକାରଙ୍କୁ ସୁପାରିଶ

ପୁରୀ (କେନ୍ଯୁଜ୍) : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ। ଏହି ଘଟଣାରେ ଗଠିତ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । କାର୍ଯ୍ୟକାଳ ଅବଧି ଆଉ ତିନି ମାସ ବୃଦ୍ଧି କରିବା ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି କମିଶନ ଜଷ୍ଟିସ୍ ରଘୁବୀର ଦାସ । ବର୍ତ୍ତମାନ ସୁଦ୍ଧା କମିଶନଙ୍କ ନିକଟରେ ୧୦ଟି ସତ୍ୟପାଠ ଦାଖଲ ହୋଇଛି । ଆସନ୍ତା ୧୫ ତାରିଖରେ କମିଶନଙ୍କ ନିକଟରେ ଶେଷ ପ୍ରମାଣ ଦାଖଲ ହେବ । ଶ୍ରୀମନ୍ଦିର ପ୍ରଶାସନ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.