ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ମିଳୁଛି ପ୍ରଶ୍ନପତ୍ର ଓ ଉତ୍ତର, ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ

ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ମିଳୁଛି ପ୍ରଶ୍ନପତ୍ର ଓ ଉତ୍ତର । ବହି ପଢିବା ବଦଳରେ ୟୁଟ୍ୟୁବରୁ ପଢି ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛତ୍ରୀମାନଙ୍କର ବାର୍ଷୀକ ପରୀକ୍ଷା ଚାଲିଛି ।

ଜଳେଶ୍ୱର(କେନ୍ୟୁଜ୍‌): ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ମିଳୁଛି ପ୍ରଶ୍ନପତ୍ର ଓ ଉତ୍ତର । ବହି ପଢିବା ବଦଳରେ ୟୁଟ୍ୟୁବରୁ ପଢି ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛତ୍ରୀମାନଙ୍କର ବାର୍ଷୀକ ପରୀକ୍ଷା ଚାଲିଛି । ଆଉ ସମସ୍ତ ପ୍ରଶ୍ନପତ୍ର ୟୁଟ୍ୟୁବରେ ମିଳୁଛି । ପିଲାମାନେ ମୋବାଇଲରେ ପ୍ରଶ୍ନପତ୍ର ବାହାର କରି ଉତ୍ତର ଲେଖୁଛନ୍ତି । ଏଥିପାଇଁ ଅବିଭାବକମାନଙ୍କୁ ମୋବାଇଲ ପାଇଁ ଜିଦ କରୁଛନ୍ତି । ନହେଲେ ଆତ୍ମହତ୍ୟା ପାଇଁ ଦେଉଛନ୍ତି ଧମକ । ତେଣୁ ପରୀକ୍ଷା ବାତିଲ କରିବା ସହିତ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୂବରଙ୍କ ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.