ରଥଯାତ୍ରା ପାଇଁ ଚଳଚଞ୍ଚଳ କେନ୍ଦୁଝର ବ଼ଡ଼ଦାଣ୍ଡ

କେନ୍ଦୁଝର(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ କେନ୍ଦୁଝର ବ଼ଡ଼ଦାଣ୍ଡ। ଭଗବାନଙ୍କୁ ରଥରେ ଦେଖିବାକୁ ସମସ୍ତଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା। ରଥଯାତ୍ରା ଆସିଲେ କେନ୍ଦୁଝର ପୁରୁଣାବଜାର ବାସିନ୍ଦାଙ୍କ ମଧ୍ୟରେ ଖେଳିଯାଏ ଆନନ୍ଦ। ଗହଳିଚହଳିରେ ଫାଟି ପଡ଼େ ବଡ଼ଦାଣ୍ଡ। ଆସନ୍ତାକାଲିର ରଥଯାତ୍ରାକୁ ନେଇ ସହରବାସୀଙ୍କ ମନରେ ରହିଛି ଉତ୍କଣ୍ଠା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.