ସବୁ ସମସ୍ୟାର ଗୋଟିଏ ସମାଧାନ, ପଢନ୍ତୁ ନିମ୍ବ ପାଉଡରର ଏହି ୧୦ ବଡ଼ ଫାଇଦା

ନିମ୍ବର ଔଷଧୀୟ ଗୁଣ ବିଷୟରେ କିଏ ବା ନଜାଣେ । ଯଦିଓ ନିମ୍ବର ସ୍ବାଦ ପିତା ହେଲେ ଏହା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ନିମ୍ବ ପାଉଡର୍ କେବଳ ସ୍ବାସ୍ଥ୍ୟ ନୁହେଁ ବରଂ କେଶ ଏବଂ ସ୍କିନ୍ ପାଇଁ ବେଶ ଉପକାରୀ । ନଜର ପକାନ୍ତୁ ନିମ୍ବ ପାଉଡରର ଚମତ୍କାରୀ ଗୁଣ ଉପରେ ।

– ଟୁଥପେଷ୍ଟରେ ନିମ୍ବ ପାଉଡର ମିଶାଇ ବ୍ରଶ୍ କଲେ ଦାନ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

– ନିମ୍ବ ପାଉଡରରେ ପାଣି ମିଶାଇ ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ କେଶରେ ଲଗାଇଲେ ରୂପି ଏବଂ କେଶ ଝଡିବା ସମସ୍ୟା ଦୂର ହୋଇଯିବ ।

– ପ୍ରତିଦିନ ନିମ୍ବ ପାଉଡର ସେବନ କଲେ ସୁଗର ସ୍ତର ନିୟନ୍ତ୍ରିତ ରହିଥାଏ ।

– ମୁହଁରେ ବ୍ରଣ ହୋଇଥିଲେ ନିମ୍ବ ପାଉଡର୍ ଲଗାନ୍ତୁ ।

ଏହା ସହ ପଢନ୍ତୁ ଶରୀର ପାଇଁ ଲାଭଦାୟକ ହୋଇଥାଏ ‘ଚେରି’, ଦେଇଥାଏ ଅନେକ ଫାଇଦା

– ନିମ୍ବ ପାଉଡରରେ ହଳଦୀ ଏବଂ ପାଣି ମିଶାଇ କୁଣ୍ଡାଇ ହେଉଥିବା ଏବଂ ପୋଡୁଥିବା ସ୍ଥାନରେ ଲଗାଇଲେ ଉପଷମ ମିଳିଥାଏ ।

– ଏହା କ୍ୟାନ୍ସର ସହ ଲଢିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

– ନିମ୍ବ ପାଉଡର ସେବନ କଲେ ରକ୍ତ ମଧ୍ୟ ପରିସ୍କାର ହୋଇଥାଏ ।

– ସେହିପରି ନିମ୍ବ ପାଉଡର ଆସ୍ଥମାର ଉପଚାର ପାଇଁ ମଧ୍ୟ କରାଯାଏ ।

– ପାଚନ ସମ୍ବନ୍ଧୀୟ ସମସ୍ୟାରୁ ନିମ୍ବ ପାଉଡର ବ୍ୟବହାର କଲେ ମୁକ୍ତି ମିଳିଥାଏ ।

– ଡାର୍କ ସର୍କଲ ମଧ୍ୟ ନିମ୍ବ ପାଉଡର ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.