Below header

ଠାକୁରାଣୀଙ୍କୁ ବି ଡରିଲେନି, ଶାରଳାଙ୍କ ମନ୍ଦିରରେ ପଶି ହୁଣ୍ଡିରୁ ଚୋରି କଲେ ଦୁର୍ବୃତ୍ତ

ଠାକୁର ଠାକୁରାଣୀଙ୍କୁ ବି ଆଉ ଭୟ ନାହିଁ । ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ସ୍ଥିତ ଶାରଳା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି।

ଜଗତସିଂହପୁର (କେନ୍ୟୁଜ): ଠାକୁର ଠାକୁରାଣୀଙ୍କୁ ବି ଆଉ ଭୟ ନାହିଁ । ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ସ୍ଥିତ ଶାରଳା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଇଲେକ୍ଟ୍ରି କ କଟରରେ ତାଲା କାଟି ହୁଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରି କରିଛନ୍ତି ଦୁର୍ବୃତ୍ତ । ଚୋରି ବେଳେ ଏକ ଟ୍ରଲିର ବ୍ୟବହାର କରିଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.