Below header

ବରଗଡ଼ : ଟିକେଟ୍‌ ନମିଳିବାରୁ କଂଗ୍ରେସ ଛାଡିଲେ ସାଧୁ ନେପାକ

ବରଗଡ଼ : କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳରେ ଦେଖାଦେଇଛି ଅସନ୍ତୋଷ । ଟିକେଟ୍‌ ନମିଳିବାରୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ । ସେ ତାଙ୍କର ଇସ୍ତଫା ପତ୍ରକୁ ପିସିସି ସଭାପତିଙ୍କୁ ପଠାଇ ଦେଇଛନ୍ତି । ସାଧୁଙ୍କ ସ୍ଥାନରେ ନିପନ ଦାସଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି । ତେବେ ସାଧୁଙ୍କ ଟିକେଟ୍‌ କଟିବା ପରେ ବିଷ ଓଗାଳିଛନ୍ତି ସାଧୁ । ସେ କହିଛନ୍ତି, କଂଗ୍ରେସ କହୁଥିବା କଥା ଗୋଟାଏ ଏବଂ କାମ ଗୋଟାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.