ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନୀ

ପୁରୀ(କେନ୍ୟୁଜ୍) : ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକଳାରେ ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତି ପାଇଁ ଶୁଭେଛାର ବାର୍ତ୍ତା ଜଣାଇଛନ୍ତି। ଏହି ଅବସରରେ ଗୁଡି ଉଡାଇବାର ପରମ୍ପରା ଥିବାରୁ ବାଲୁକାରେ ଗୁଡି ଉଡାଇବା ଚିତ୍ର ଦର୍ଶାଯାଇଛି। ବାଲୁକାକଳା ଦେଖିବା ପାଇଁ ବେଳାଭୂମିରେ ଦର୍ଶକଙ୍କ ଭିଡ ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.