ଯାଜପୁରରେ କୋହଳ ହେଲା ୧୪୪ ଧାରା, ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ଯାଜପୁର ଟାଉନ୍: ଯାଜପୁରରେ କୋହଳ ହେଲା ୧୪୪ ଧାରା। ସ୍ଥିତି ସମୀକ୍ଷା କରିବା ପରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ୧୪୪ଧାରାକୁ କୋହଳ କରିଛନ୍ତି। କୋଭିଡ୍‌-୧୯’ର ସଫଳ ମୁକାବିଲା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି। ବ୍ୟାପକ ଜନଗହଳି, ମେଳା, ମହୋତ୍ସବ ଆଦିରୁ ଦୂରେଇ ରହିବା ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.