ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ SITକୁ ସଫଳତା, ଜଣକୁ କଲା ଗିରଫ

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ SITକୁ ସଫଳତା ମିଳିଛି । ଯଦୁପୁର ଗାଁରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି । ଆସନ୍ତାକାଲି ତାଙ୍କୁ ପକସୋ କୋର୍ଟରେ ହଜାର କରାଯିବ ।

pari caseଜଣେ  ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ସ୍ପଷ୍ଟ କରିଛି SIT ।ଗତ ଜୁଲାଇ ୧୪ରେ ନିଖୋଜ ହୋଇଥିଲା ନାବାଳିକା ପରୀ। ପରେ ଜୁଲାଇ ୨୩ରେ ଘର ପଛପାଖ ପୋଖରି ହୁଡାରୁ ମିଳିଥିଲା ଗଳିତ ମୃତଦେହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.