Below header

ଆଜି ଶେଷ ହେଉଛି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ, ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚୁକ ନୀତି

ପୁରୀ(କେନ୍ୟୁଜ୍‌): ଆଜି କାର୍ତ୍ତିକ ମାସ ଦଶମୀ ତିଥି । ଆଜି ଭୋର ୫ଟାରୁ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି କରାଯାଇଛି। ଶେଷ ହେଉଛି ପ୍ରାୟ ୧ ମାସ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧା ଦାମୋଦର ବେଶ । ଆସନ୍ତାକାଲିଠାରୁ ଆରମ୍ଭ ହେବ ପଞ୍ଚୁକ ନୀତି । ପଞ୍ଚୁକର ପାଞ୍ଚ ଦିନରେ ବିଭିନ୍ନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ସୂଚନା ମୁତାବକ ଚଳିତ ବର୍ଷ ପଞ୍ଚୁକ ୬ ଦିନ ପଡୁଥିବାରୁ ଆସନ୍ତା ୨୭ ତାରିଖରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.