Below header

କରୋନା ସତର୍କତା ନେଇ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର, ସନ୍ଧ୍ୟା ୬ ଟା ପରେ ରାଜଧାନୀର ସମସ୍ତ ହାଟ ବନ୍ଦ

ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣରୁ ସୁରକ୍ଷା ନେଇ ଏକ ବଡ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ସରକାରଙ୍କ ନିଷ୍ପତି ଅନୁଯାୟୀ ଆସନ୍ତା କାଲି ସନ୍ଧ୍ୟା ୬ ଟା ପରେ ରାଜଧାନୀ ଭୁବନେଶ୍ୱରର ସମସ୍ତ ହାଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ । ସକାଳ ୬ ଟା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହିଁ ଖୋଲା ରହିବ ହାଟ । ଏହି ହାଟ ଗୁଡିକ ଭିତରେ ରହିଛି ୟୁନିଟ- ୧, ୟୁନିଟ -୨, ଇନ୍ଦ୍ରଧନୁ ମାର୍କେଟ, ରୁଚିକା ମାର୍କେଟ, ଡମଣା ହାଟ । ଏହି ନିୟମ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ଲାଗୁ ହେବ ଏହି ନିୟମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.