ଆଜି ଆଉ ୪ IPSଙ୍କୁ ADG ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ୪ IPS ଅଫିସର୍‌ଙ୍କୁ ADG ପାହ୍ୟାକୁ ପଦୋନ୍ନତି । ୧୯୯୭ ବ୍ୟାଚର ୪ IPS ଅଫିସର୍‌ଙ୍କୁ ପଦୋନ୍ନତି । ଦୀପ୍ତେଶ ପଟ୍ଟନାୟକ, ଅସିତ ପାଣିଗ୍ରାହୀ ହେଲେ ADG । ଧୀରେନ୍ଦ୍ର ସାମ୍ବାଜୀ କୁଟ୍ଟେ ଓ ରେଖା ଲୋହାନୀଙ୍କୁ ADG ପାହ୍ୟାକୁ ପଦୋନ୍ନତି ।

ଗତକାଲି ୩ IPS ଅଫିସରଙ୍କୁ IG ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ଅଛନ୍ତି IPS ଦୀପକ କୁମାର ସାହୁ, ଆଶିଷ କୁମାର ସିଂହ ଓ ସତ୍ୟବ୍ରତ ଭୋଇ।ଏମାନେ ସମସ୍ତେ ୨୦୦୪ ବ୍ୟାଚର IPS ଅଫିସର।

ସେହିପରି ୩ IPSଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏହା ସହିତ ଅନ୍ୟାନ୍ୟ ଆଇପିଏସ୍ ଅଧିକାରୀ ସିଲେକ୍ସନ ଗ୍ରେଡ୍ ଏବଂ ଜୁନିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡକୁ ପଦୋନ୍ନତି ପାଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.