IMPROVED କ୍ୟାଟାଗୋରୀରେ ଓଡ଼ିଶା: ଲିଙ୍ଗ ଅନୁପାତରେ ୧୦୦୦ ପୁଅରେ ଅଛନ୍ତି ୯୪୭ ଝିଅ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଲିଙ୍ଗ ଅନୁପାତରେ ୧୦୦୦ ପୁଅରେ ୯୪୭ ଝିଅ । ୨୦୧୭ରେ ଝିଅ ସଂଖ୍ୟା ୯୩୦ ଥିବା ବେଳେ ୨୦୧୯ରେ ଏହା ୯୪୭କୁ ବୃଦ୍ଧି ପାଇଛି । ୨୦୧୮ରେ ଏହି ସଂଖ୍ୟା ଥିଲା ୯୨୮ । IMPROVED କ୍ୟାଟାଗୋରୀ ରାଜ୍ୟରେ ଓଡ଼ିଶା ରହିଛି ।

ଅନେକ ରାଜ୍ୟରେ ଏହି ସଂଖ୍ୟା ୯୦୦ ରହିଛି । ୧୦୦୦ ପୁଅ ସଂଖ୍ୟାରେ ଝିଅଙ୍କ ସଂଖ୍ୟା ମାତ୍ର ୯୦୦ । ଛତିଶଗଡ଼, ହିମାଚଳପ୍ରଦେଶ ଓ ଆସାମରେ ଏହି ଅନୁପାତ ବଢ଼ିବାରେ ଲାଗିଛି । ଅରୁଣାଚଳ ପ୍ରଦେଶରେ ଏହି ଅନୁପାତ ସବୁଠୁ ଅଧିକ । ପଞ୍ଜାବ, ଚଣ୍ଡିଗଡ଼ ଓ ଓଡ଼ିଶାରେ ଉନ୍ନତ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.