Browsing Tag

girl child

କୁନି ଝିଅର ଅସାଧାରଣ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଭିଡିଓ ସେୟାର କରି ପ୍ରଶଂସାରେ ଦେଲେ…

ସୋସିଆଲ ମିଡିଆରେ ଏକ କୁନି ଝିଅର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଝିଅଟି ପିଆନୋ ବଜାଉଥିବା ନଜର ଆସୁଛି। ଏତେ ଛୋଟ ବୟସରେ ଝିଅଟିର ଟ୍ୟାଲେଣ୍ଟ ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଏପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଝିଅର…

ଶିଶୁ ଶ୍ରମିକକୁ ମାଡ଼ ମାରି ୨ ଗିରଫ, ୧୧ ବର୍ଷୀୟ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଭୁବନେଶ୍ୱର (କେନ୍ୟୁଜ): ସାଲିଆ ସହିରେ ଗତକାଲି ଜଣେ ନାବାଳିକାକୁ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ। ଘଟଣାସ୍ଥଳରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଂଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ପରେ ସେମାନଙ୍କ ନାଁ ରେ ମାମଲା ରୁଜ୍ଜୁ ପରେ…

ପୁଣି ଅଲୋଡ଼ା ଶିଶୁ କନ୍ୟା; ସନ୍ତାନକୁ ଜନ୍ମ ଦେବା ପରେ ଛୁ ମାରିଲେ ମହିଳା

ପୁରୀ (କେନ୍ୟୁଜ): ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ପ୍ରସୂତି ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳା ହସପିଟାଲ ଆଉଟଡୋର ଶୌଚାଳୟ ଶିଶୁ କନ୍ୟାକୁ ଜନ୍ମ ଦେଲେ । ଶିଶୁକନ୍ୟାକୁ ଜନ୍ମ ଦେଇ ଛୁ ମାରିଲେ ମହିଳା । ସୁଇପର ଏହାକୁ ଦେଖିବା ପରେ ତାକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ…

IMPROVED କ୍ୟାଟାଗୋରୀରେ ଓଡ଼ିଶା: ଲିଙ୍ଗ ଅନୁପାତରେ ୧୦୦୦ ପୁଅରେ ଅଛନ୍ତି ୯୪୭ ଝିଅ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଲିଙ୍ଗ ଅନୁପାତରେ ୧୦୦୦ ପୁଅରେ ୯୪୭ ଝିଅ । ୨୦୧୭ରେ ଝିଅ ସଂଖ୍ୟା ୯୩୦ ଥିବା ବେଳେ ୨୦୧୯ରେ ଏହା ୯୪୭କୁ ବୃଦ୍ଧି ପାଇଛି । ୨୦୧୮ରେ ଏହି ସଂଖ୍ୟା ଥିଲା ୯୨୮ । IMPROVED କ୍ୟାଟାଗୋରୀ ରାଜ୍ୟରେ ଓଡ଼ିଶା ରହିଛି । ଅନେକ ରାଜ୍ୟରେ ଏହି ସଂଖ୍ୟା ୯୦୦ ରହିଛି ।…

ସୁବର୍ଣ୍ଣପୁର: ସାପ କାମୁଡ଼ାରେ ଶିଶୁକନ୍ୟାର ମୃତ୍ୟୁ

ସାପ କାମୁଡ଼ାରେ ଶିଶୁକନ୍ୟାର ମୃତ୍ୟୁ । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସୁବଳୟା ଗାଁର ପୂର୍ଣ୍ଣଚନ୍ଦ୍ର ରଣାଙ୍କ ଝିଅ ବର୍ଷାରାଣୀ । ସେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ବଡ ଡାକ୍ତରଖାନାରେ ଭର୍ତ୍ତି…

ଏଠାରେ ଗୋରୁ-ଗାଈ ଭଳି ନାବାଳିକା ଜନ୍ମ କରନ୍ତି ଶିଶୁ, ଆପଣାନ୍ତି ଲୋମ ଟାଙ୍କୁରା ପଦ୍ଧତି

ଦୁନିଆରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ମହିଳାଙ୍କ ସହିତ ବହୁତ ଖରାପ ବ୍ଯବହାର କରାଯାଇଥାଏ। ସେହିପରି ନାଇଜେରିଆ ଏପରି ଏକ ଦେଶ ଯେଉଁଠାରେ ଦେଖିବାକୁ ମିଳିଥାଏ ଅନେକ ପ୍ରକାରର ଅପରାଧ। ନାଇଜେରିଆରେ ଏପରି କିଛି ଅଞ୍ଚଳ ରହିଛି ଯେଉଁଠାରେ ମହିଳାଙ୍କୁ ଏପରି ବ୍ଯବହାର କରାଯାଇଥାଏ ଯାହା ଦେଖି…

ପୁଣି କନ୍ୟାରତ୍ନ ଅଲୋଡ଼ା : ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଢ଼େଙ୍କାନାଳ : ପୁଣି କନ୍ୟାରତ୍ନ ଅଲୋଡ଼ା । ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଢ଼େଙ୍କାନାଳ ଜିଲ୍ଲା ତୁମୁସିଂଗା ଥାନା ସଗୋର ଗାଁ ନିକଟ ହଦଗଡ଼ ଜଙ୍ଗଲରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଟିକୁ ଏବେ ଅଁଳାବେରେଣୀ ମେଡିକାଲରେ ଭର୍ତ୍ତି କରାଯାଛି । ଆଜି ସକାଳୁ ସଗୋର ଗାଁ ଲୋକ…