ପଦ୍ମପୁର: ଶୌଚ ପାଇଁ ଯାଇଥିବା ସମୟରେ ଦଳିଦେଲା ହାତୀ, ୩ମୃତ

ପଦ୍ମପୁର: ହାତୀ ଆକ୍ରମଣରେ ତିନି ଜଣଙ୍କ ମୄତ୍ୟୁ । ପଦ୍ମପୁର ରେଞ୍ଜ ଗାଇସିଲାଟ ଥାନା ରାଇସଲପଦର ପଞ୍ଚାୟତର ଦୁଇଗୋଟି ଗ୍ରାମରେ ହାତୀ ଆକ୍ରମଣରେ ତିନି ଜଣ ବ୍ୟକ୍ତିଙ୍କ ମୄତ୍ୟୁ । ରାଇସଲପଦର ଗ୍ରାମପାୟତ ଉମରାଡ଼ ଗ୍ରାମରେ ଦୁଇଜଣ ଏବଂ ନାଥପାଲି ଗ୍ରାମକୁ କୁଣିଆ ହୋଇ ଆସିଥିବା ଜଣକୁ ନୄଶଂସ ଭାବରେ ଦଳି ମାରିଛି ହାତୀ ।

ତିନି ଜଣ ବ୍ୟକ୍ତି ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ହାତୀ ଏହି ଅଞ୍ଚଳରେ ଥିବା ନେଇ ବନବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳବାସୀଙ୍କୁ ସୂଚନା ଦିଆଯାଇନାହିଁ । ଏପରି କି ବନବିଭାଗର ଉଦାସୀନତା ଯୋଗୁଁ ଆଗରୁ ମଧ୍ୟ ହାତୀ ଆକ୍ରମଣରେ ବହୁ ଲୋକଙ୍କ ମୄତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.