ଆକ୍ସନ ମୁଡ୍‌ରେ ଏସ୍‌ଟିଏଫ୍‌: କଟକରୁ ନକଲି ଔଷଧ ଜବତ ମାମଲାରେ ୩ ଜଣ ଗିରଫ

କଟକ: ଆକ୍ସନ ମୁଡ୍‌ରେ ଏସ୍‌ଟିଏଫ୍‌। ରାଜ୍ୟରେ ନକଲି କୋଭିଡ୍‌ ଔଷଧ କାରବାର ମାମଲାରେ ଖୋଲୁଛି ଗୁମର । କଟକରୁ ନକଲି ଔଷଧ ଜବତ ମାମଲାରେ ୩ ଜଣଙ୍କୁ ଗିରଫ କରିଛି STF । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମେଡିଲୟଡ ମେଡିକାମେଣ୍ଟ କଂପାନୀର ନିର୍ଦ୍ଦେଶକ ଅଛନ୍ତି । ଏଥିସହ କଂପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । ନକଲି ଔଷଧ କାରବାର ମାମଲାରେ ଏସଟିଏଫ ଟିମ ତିନୋଟି ରାଜ୍ୟରେ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.