ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଉଛି ପକ୍ଷୀଗଣନା

କେନ୍ଦ୍ରାପଡା(କେନ୍ୟୁଜ୍): ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଉଛି ପକ୍ଷୀଗଣନା । ମଠମାଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆରେ ୩ଟି ଟିମ୍‌ ପକ୍ଷୀ ଗଣନା କରିବେ। ପ୍ରତି ଟିମ୍‌ରେ ୬ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପକ୍ଷୀମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଗେଣ୍ଡାଳିଆ ଓ ବଗ ଥିବା ଜଣାପଡିଛି। ୨୪ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.