Below header

ରଙ୍ଗ ରୁଟରେ ଗାଡି ଚାଳନା ହେଲା କାଳ: ଦୁଇ ବାଇକ ମୁଁହା ମୁହିଁ ଧକ୍କା, ୨ ମୃତ; ୨ ଗୁରୁତର

ନନ୍ଦନକାନନରୁ ଜୟଦେ ବବିହାର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରଙ୍ଗ ରୁଟରେ ଗାଡି ଚାଳନା ହେଲା କାଳ। ରଘୁନାଥ ପୁର ରୟାଲ ଲାଗୁନ ସମ୍ମୁଖରେ ଆପାଚି ଗାଡି ଏବଂ ଆର ୱାନ ଫାଇଭ ମୁହାଁ ମୁହିଁ ଧକ୍କା ହୋଇଛି । ଯାହା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନରୁ ଜୟଦେ ବବିହାର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରଙ୍ଗ ରୁଟରେ ଗାଡି ଚାଳନା ହେଲା କାଳ। ରଘୁନାଥ ପୁର ରୟାଲ ଲାଗୁନ ସମ୍ମୁଖରେ ଆପାଚି ଗାଡି ଏବଂ ଆର ୱାନ ଫାଇଭ ମୁହାଁ ମୁହିଁ ଧକ୍କା ହୋଇଛି । ଯାହା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କର ପରିଚୟ ଜଣା ପଡ଼ିନାହିଁ। ଘଟଣା ସ୍ଥଳରୁ ଉଭୟ ବାଇକକୁ ଜବତ କରି ଖୋଳ ତାଡ଼ ଜାରି ରଖିଛି ଚନ୍ଦ୍ରଶେଖର ପୁର ଏବଂ ଇନଫୋସିଟି ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.