ପାଟକୁରା : ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାବାଳକ
ପାଟକୁରା: ପାଟକୁରା ନିକଟ ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାବାଳକ । ମୃତ ଦୁଇ ନାବାଳକ ମୁମ୍ବାଇ ଓ କେନ୍ଦ୍ରାପଡା ଜଇପୁରା ଅଞ୍ଚଳର ବୋଳି ଜଣାପଡିିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଧର୍ମ ଚର୍ଚ୍ଚା କରିବା ପାଇଁ ପାଟକୁରା ମସଜିଦ୍ ଆସିଥିଲେ ଏକ ୧୬ଜଣିଆ ଗୃପ ।