Below header

ମାଲକାନଗିରି: ମୁରନାର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଏନକାଉଣ୍ଟରରେ ଦୁଇ ହାର୍ଡକୋର୍‌ ମାଓବାଦୀ ନିହତ

ମାଲକାନଗିରି(କେନ୍ୟୁଜ୍) : ଭୁଶୁଡୁଛି ମାଓ ସଂଗଠନ । ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର୍‌ ମାଓବାଦୀଙ୍କ ମୃତ୍ୟୁ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲା ପୋଲିସକୁ ମିଳିଛି ଏହି ସଫଳତା । ମୁରନାର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ ବେଳେ ଦୁଇ ହାର୍ଡ କୋର୍‌ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ୨ଟି ଏସଏଲ୍‌ଆର ବନ୍ଧୁକ, ଗୋଟିଏ ୩-ନଟ୍‌-୩ ବନ୍ଧୁକ ଏବଂ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.