ସୋର: ଆଜୀବନ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ

ସୋର: ଆଜୀବନ ବନ୍ଦୀ ଭାବେ ସଜା କାଟୁଥିବା ଖଇରା ଥାନ ଅଧିନସ୍ଥ କଇଁଥିଗାଡିଆ ଗ୍ରାମର ବିଷ୍ଣ ଚରଣ ରାଉତ ପାରୋଲରେ ଗାଁକୁ ଆସିଥିବା ବେଳେ ତାଙ୍କ ଗାଁର ରଘୁନାଥ ନାୟକ ଓ ତାଙ୍କ ଭାଇ ମିଶି ବିଷ୍ଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ବିଷ୍ଣଙ୍କ ଅବସ୍ଥା ଗୁରୁତର ହେଇପଡିଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଆକ୍ରମଣ କରିଥିବା ରଘୁନାଥ ନାୟକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.