ସଟଡାଉନ କଟକଣାକୁ ବୁଝୁନାହାନ୍ତି ନା ଜାଣିଶୁଣି ଅମାନିଆ ହେଉଛନ୍ତି? ଅନୁଗୋଳରେ କଟକଣା ମାନୁ ନାହାନ୍ତି ଲୋକେ

ଅନୁଗୋଳ(କେନ୍ୟୁଜ୍):  ଅନୁଗୋଳ ଜିଲ୍ଲାରେ କରୋନା ଗ୍ରାଫ ଉପରମୁହାଁ । କରୋନା ସଂକ୍ରମଣର ହାର ଧୀରେ ଧୀରେ ବୃଦ୍ଧି ପାଉଛି ।ଅନୁଗୋଳ ଜିଲ୍ଲାରେ କରୋନା ଆକ୍ଟିଭ କେସ୍ ରହିଛି ୪୦୦୦ ରୁ ଅଧିକ।କରୋନା ପାଇଁ ଓଡ଼ିଶାରେ ଲକ ଡାଉନ ।ଅନୁଗୋଳ ଜିଲ୍ଲାରେ ଲକ ଡାଉନ ସହ ସପ୍ତାହନ୍ତ ସଟ ଡାଉନ କରାଯାଇଛି।କିନ୍ତୁ ସଟ ଡାଉନ ନିୟମକୁ କିଛି ଅମାନିଆ ମାନୁନାହାନ୍ତି।

ଅନୁଗୋଳ ସହରର ଅମଲାପଡା,ଅନୁଗୋଳ ମେଡିକାଲ ପାଖରେ ପରିବା ବଜାର ଖୋଲାରଖିଛନ୍ତି ।ଯାହା ଫଳରେ ସଟ ଡାଉନ ସମୟରେ କିଛି ଅମାନିଆ ତଟକା ପରିବା କିଣୁଛନ୍ତି। ଏମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.