ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ବିଡିଓ, ଆୟ ଠାରୁ ୧୦୬% ଅଧିକ ସମ୍ପତ୍ତି ଥିବା ସୂଚନା

ବଲାଙ୍ଗିର (କେନ୍ୟୁଜ): ବନ୍ଧାହେଲେ ବିଡିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଖଡିଆଳ ବିଡିଓ ନାରାୟଣ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ଠାରୁ ୧୦୬% ଅଧିକ ସମ୍ପତ୍ତି ଥିବା ସୂଚନା। ଗଣ୍ଡା ଗଣ୍ଡା ପ୍ଲଟ୍‌ ସହ ଜବତ ହୋଇଥିଲା ପୁଳା ପୁଳା ସୁନା। ବଲାଙ୍ଗିର ସହରରେ ରହିଛି କେବଳ ୨୧ଟି ପ୍ଲଟ୍‌ ।

ଘରୁ ଜବତ ହୋଇଛି ନଗଦ ୩ଲକ୍ଷ ୮୪ହଜାର ଟଙ୍କା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଏକକାଳୀନ ୫ଟି ସ୍ଥାନରେ ଚାଲିଥିଲା ଚଢ଼ାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.