ବିଧାୟକଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଗୋପାଳପୁର ବିଧାୟକଙ୍କ ପ୍ରଦୀପ ପାଣି ଗ୍ରାହୀଙ୍କ ବିରୋଧରେ ୩୦୦୦ ପୃଷ୍ଠାରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ। ଚାର୍ଜସିଟରେ ୯କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କା ବେଆଇନ ସମ୍ପତି ଥିବା ଉଲ୍ଲେଖ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଗୋପାଳପୁର ବିଧାୟକଙ୍କ ପ୍ରଦୀପ ପାଣି ଗ୍ରାହୀଙ୍କ ବିରୋଧରେ ୩୦୦୦ ପୃଷ୍ଠାରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ । ଚାର୍ଜସିଟରେ ୯କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କା ବେଆଇନ ସମ୍ପତି ଥିବା ଉଲ୍ଲେଖ ରହିଛି। ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ତାଙ୍କ ପତ୍ନୀଙ୍କ ନାଁରେ ବି ଚାର୍ଜସିଟ ଦାଖଲ ହୋଇଥିବା ସୂଚନା ମିଳିଛି। ଲୋକୟୁକ୍ତଙ୍କ ନିର୍ଦ୍ଦେଶରେ ୪.୧୦.୨୦୨୧ରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.