କରଞ୍ଜିଆ ଦେଓ ନଦୀବନ୍ଧକୁ ନେଇ ପୌଦିଆ ଗ୍ରାମବାସୀଙ୍କ ବିରୋଧ, ୪୬ ଜଣକୁ ଉଠାଇ ନଲା ପୋଲିସ

କରଞ୍ଜିଆ(କେନ୍ୟୁଜ୍):  ଦେଓ ନଦୀବନ୍ଧକୁ ନେଇ ଆଜି ପୌଦିଆ ଗାଁର ୪୬ ଜଣକୁ ଗିରଫ କରିଛି କରଞ୍ଜିଆ ପୋଲିସ । ପୌଦିଆ ଗ୍ରାମବାସୀ ମାନେ ଦୁଇ ଦିନ ହେବ ନଦୀବନ୍ଧକୁ ନେଇ ବିରୋଧ କରୁଥିଲେ ।  କହିଥିଲେ ପୂର୍ବ ପୁରୁଷରୁ ଏହି ଜାଗାରେ ଚାଷ କରି ଆସୁଛୁ ଆମେ ଏ ଜାଗା ଛାଡ଼ିବୁନି। ତେବେ ପୋଲିସ ଆଜି ଜୋର ଜବରଦସ୍ତ ଗ୍ରାମବାସୀଙ୍କୁ ଗିରଫ କରିଥିବା ଦେଖିବାକୁ ମିଳିଛି।

ପୌଦିଆ ଗାଁରେ ଦେଓ ବିସ୍ଥାପିତ ପରିବାରଙ୍କୁ ଥାଇଥାନ  କରିବା ପାଇଁ କାର୍ଯ୍ୟ କରୁଥିବା ସମୟରେ ସ୍ଥାନୀୟ ଲୋକମାନେ ବିରୋଧ କରୁଥିଲେ । ଗିରଫ ମାନକୁ କରଞ୍ଜିଆ ଖେଳ ଷ୍ଟାଡିୟମରେ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.