Below header

ଯୌତୁକ ନିର୍ଯାତନା ନେଇ ଶାଶୁଘର ଲୋକ ତଡି ଦେଲେ, ନ୍ୟାୟ ପାଇଁ ଜିଳ୍ଲାପାଳଙ୍କ ଅଫିସ ସାମ୍ନାରେ ବିସିଲେ ମହିଳା

ନୟାଗଡ଼ : ଯୌତୁକ ନିର୍ଯାତନା ନେଇ ଶାଶୁଘର ଲୋକ ତଡି ଦେବା ପରେ ନ୍ୟାୟ ଭିକ୍ଷା କରି ଜିଳ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବିସିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଅଞ୍ଚଳରେ । ଜିଲ୍ଲା ପ୍ରଶାସନ ପୋଲିସ ମାଧ୍ୟମରେ ଏଫଆଇଆର ରଖି ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେବା ପରେ ମହିଳାମାନେ ଧାରଣାରୁ ହଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.