ରେଳ ଧାରଣାରୁ ଉଦ୍ଧାର ହେଲେ ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା

କଟକ(କେ ନ୍ୟୁଜ): ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ରେଳ ଧାରଣାରୁ ଉଦ୍ଧାର ହେଲେ । ଠିକଣା ସମୟରେ ପହଞ୍ଚି ଉଦ୍ଧାର କଲା କଟକ ଆର. ପି.ଏଫ ପୋଲିସ। ମହିଳା ଜଣକ ନିଶ୍ଚିନ୍ତକୋଇଲି ଅଞ୍ଚଳର ବୋଲି ଜଣାଯାଇଛି । ମହିଳା ଏସ.ଆଇ ସବିତା ରଥ କଲେ ଉଦ୍ଧାର । ବୁଝାସୁଝା କରି ମହିଳାଙ୍କ ପୁଅକୁ ଡକାଇ ହସ୍ତାନ୍ତର କଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.