Below header

ବାଲେଶ୍ୱର ନଗ୍ରମ ନିକଟରେ ଅଭାବନୀୟ ଘଟଣା: ମହିଳାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବୀଭତ୍ସ ହତ୍ୟା

ବାଲେଶ୍ୱର : ମହିଳାଙ୍କୁ ବୀଭତ୍ସ ହତ୍ୟା । ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଜୀବନ ହାରିଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ନଗ୍ରମ ନିକଟରେ। ମୃତ ମହିଳା ଜଣଙ୍କ ହେଲେ ରାଇସୁଆଁ ଅଞ୍ଚଳର ଶିବାନୀ ନାୟକ ।

ତେବେ ହତ୍ୟାର କାରଣ ଏଯାଏ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଘଟଣାସ୍ଥଳରେ ପହଂଚିଛି ଫରେନ୍ସିକ୍‌ ଟିମ୍‌ । ମହିଳା ଜଣକ ନିଜ ସ୍ୱାମୀଙ୍କ ଠୁ ଅଲଗା ହୋଇ ନିଜ ବାପ ଘରେ ରହୁଥିଲେ । କିନ୍ତୁ ଗତରାତିରୁ ମହିଳା ଜଣକ ନିଖୋଜ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.