Browsing Tag

woman murder

ମହିଳାକୁ ମାରି ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ! ମୃତକଙ୍କ ସ୍ୱାମୀକୁ ଥାନାକୁ ଉଠାଇ ନେଇ ପଚରାଉଚରା

ବାରିପଦା(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାର ୪ ନଂ ୱାର୍ଡର ଏମକେସି ହାଇସ୍କୁଲ ପାଖ ଅଞ୍ଚଳରେ ମହିଳାକୁ ମାରି ଫ୍ୟାନରେ ଟାଙ୍ଗିଦେଇଥିବା ଅଭିଯୋଗ। ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ଜଣକ ହେଉଛନ୍ତି ୪୮ ବର୍ଷୀୟା ସସ୍ମିତା ଜେନା। ଏହି ଘଟଣାରେ ମୃତକଙ୍କ ସ୍ୱାମୀ ମନୋଜ…

ସତ କ’ଣ ଆତ୍ମହତ୍ୟା ନା ହତ୍ଯା? ଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ବାପଘର ଲୋକେ ଆଣିଲେ ସାଙ୍ଘାତିକ ଅଭିଯୋଗ

ଆଳି(କେନ୍ୟୁଜ୍): ବୋହୂକୁ ମାରିଦେଇ ଆତ୍ମହତ୍ୟାର ରୂପ! କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରୁ ଆସିଛି ଏଭଳି ଏକ ଖବର। ବିବାହର ୧୦ବର୍ଷ ପରେ ଶାଶୁ ଘର ଲୋକେ ମିଳିମିଶି ବୋହୂକୁ ମାରିଦେଇ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏନେଇ…

ବଲାଙ୍ଗିର ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା, ଦୁଷ୍କର୍ମ ଉଦ୍ୟମ ପରେ ମାରିଦେଇଥିବା ସନ୍ଦେହ

ବଲାଙ୍ଗିର(କେନ୍ୟୁଜ): ବଲାଙ୍ଗିର ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ ପଡିଛି । ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।…

ଟଙ୍କା ପାଇଁ ଭୁଲିଗଲେ ସମ୍ପର୍କ: ମହିଳାଙ୍କୁ ବାଡେଇ ବାଡେଇ ମାରିଦେଲେ ସ୍ୱାମୀ ଏବଂ ପୁଅ

ଉଦଳା: ନୃଶଂସ ସାଜିଲେ ସ୍ୱାମୀ ଏବଂ ପୁଅ । ସାମାନ୍ଯ ପାରିବାରିକ କଳହକୁ କେନ୍ଦ୍ର କରି ଅତି ନିର୍ଦ୍ଦୟ ଭାବେ ମହିଳାଙ୍କୁ ବାଡେଇ ବାଡେଇ କରିଲେ ହତ୍ଯା । ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ । ପାରିବାରିକ କଳହ ନେଲା ଉଗ୍ର ରୂପ । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ଯରେ ଟଙ୍କା…

ଅଭିଯୁକ୍ତ ସଞ୍ଜୟ ପାଇଁ ବରବାଦ ହୋଇଛି ପରିବାର: ଚାଞ୍ଚଲ୍ୟକର ବୟାନ୍‌ ଦେଲେ ମୃତ ପୁଷ୍ପଲତାଙ୍କ ମାଆ

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ଧାରୁଆରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା। ମୃତ ପୁଷ୍ପଲତା ମାଆଙ୍କ ଚାଞ୍ଚଲ୍ୟକର ବୟାନ୍‌। କହିଛନ୍ତି ଅଭିଯୁକ୍ତ ସଞ୍ଜୟ ପାଇଁ ବରବାଦ ହୋଇଛି ପରିବାର। ନାରକୀୟ କାଣ୍ଡ ପାଇଁ ସଞ୍ଜୟକୁ ଫାଶୀ ମିଳୁ ବୋଲି ସେ ଦାବି କରିଛନ୍ତି। ସଞ୍ଜୟ ପାଖରେ ପୁଷ୍ପଲତା ରହୁଥିଲେ…

ବାଲେଶ୍ୱର ନଗ୍ରମ ନିକଟରେ ଅଭାବନୀୟ ଘଟଣା: ମହିଳାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବୀଭତ୍ସ ହତ୍ୟା

ବାଲେଶ୍ୱର : ମହିଳାଙ୍କୁ ବୀଭତ୍ସ ହତ୍ୟା । ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଜୀବନ ହାରିଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ନଗ୍ରମ ନିକଟରେ। ମୃତ ମହିଳା ଜଣଙ୍କ ହେଲେ ରାଇସୁଆଁ ଅଞ୍ଚଳର ଶିବାନୀ ନାୟକ । ତେବେ ହତ୍ୟାର କାରଣ ଏଯାଏ ଅସ୍ପଷ୍ଟ ରହିଛି ।…

ପୁଣି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା: ସ୍ବାମୀର ଠେଙ୍ଗା ମାଡରେ ଜୀବନ ହାରିଲା ସ୍ତ୍ରୀ

ମୟୂରଭଞ୍ଜ : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ ରକ୍ତର ଛିଟା । ପୁଣି ଘଟିଗଲା ଅଘଟଣ । ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ୍ଯୁ ହୋଇଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା କୋଟିଶଳ ଗାଁରେ । ମୃତକ ହେଲେ କୋଇଲି…

କାରଗିଲ ବସ୍ତିରେ ମହିଳାଙ୍କୁ ମର୍ଡର୍‌, ଛଅ ମାସର ବାହାଘର ପରେ ମାରିଦେଲା ସ୍ୱାମୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା କାରଗିଲ୍ ବସ୍ତିରେ ହତ୍ୟାକାଣ୍ଡ । ଏଠାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । କିଛି ସମୟ ପୂର୍ବରୁ ଏହି ଘଟଣା ବିଷୟରେ ଜଣାପଡ଼ିଛି । ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ଘରେ ପଡ଼ିଥିବାର ଦେଖା ଯାଇଥିଲା । ଅତି ନିର୍ମମ ଭାବେ…