Below header

କିସ୍‌ରେ ଜନଜାତି କନ୍ୟା, ମହିଳାଙ୍କୁ ସୁରକ୍ଷା ଦେବା ସକାଶେ ସଚେତନତା କାଯ୍ୟର୍କ୍ରମ ଅନୁଷ୍ଠିତ

କେନ୍ୟୁଜ୍(ବ୍ୟୁରୋ) ବିଶ୍ୱରେ ଜନଜାତି ମହିଳା ଓ କନ୍ୟା ସନ୍ତାନଙ୍କ ହତ୍ୟା, ଅପହରଣ ଓ ନିର୍ଯାତନା ପ୍ରତିବାଦରେ ମେ ୫ ତାରିଖରେ ବିଶ୍ୱ ବ୍ୟାପୀ ସଚେତନତା ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆଜି କିସ୍‌ରେ ମଧ୍ୟ ଜନଜାତି କନ୍ୟା, ମହିଳାଙ୍କୁ ସୁରକ୍ଷା ଦେବା ସକାଶେ ଏହି ସଚେତନତା କାଯ୍ୟର୍କ୍ରମ ଅନୁଷ୍ଠିତ ହୋଇଛି । ଶିକ୍ଷା ଜରିଆରେ ଜନଜାତିଙ୍କ ବିକାଶ ପାଇଁ ଦୀର୍ଘ ୨୮ ବର୍ଷ ହେଲା କାଯ୍ୟର୍କରି ଆସୁଥିବାରୁ କିସ୍‌ରେ ମଧ୍ୟ ଏହି ସଚେତନତା କାଯ୍ୟର୍କ୍ରମ ହୋଇଥିଲା । ଏହି ଅବସରରେ କିଟ୍‌ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କିସ୍‌ ଜନଜାତିଙ୍କ ବିକାଶ ପାଇଁ କାର୍ଯ୍ୟ କରିଆସୁଥିବାରୁ କୌଣସି ଅସୁବିଧା ହେଲେ କିସ୍‌କୁ ଜଣାଇବାକୁ ଅନୁରୋଧ କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.