Below header

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛୁରୀ ଭୁସି ଶ୍ରମିକଙ୍କୁ ହତ୍ୟା, ମୃତକ ଉଦଳା ଅଞ୍ଚଳର ଗୁଜୁରାମ ସିଂ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଶ୍ରମିକଙ୍କୁ ହତ୍ୟା । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଛି ।

ଘଟଣାସ୍ଥଳରେ ସହିଦ ନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ମୃତକ ହେଲେ ମୟୂରଭଞ୍ଜ ଉଦଳା ଅଞ୍ଚଳର ଗୁଜୁରାମ ସିଂ । ଅଭିଯୁକ୍ତଙ୍କୁ ଧରିବା ପାଇଁ ସହିଦ ନଗର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.