ଭାରତର ସୂର୍ଯ୍ୟ ମିଶନ: ସଫଳତା ପାଇଁ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା କଲେ ସାଧୁସନ୍ଥ

ଭାରତର ସୂର୍ଯ୍ୟ ମିଶନ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା । କୋଣାର୍କର ଚନ୍ଦ୍ରଭାଗା ସମୁଦ୍ର କୂଳରେ ସୋଲାର୍ ମିଶନର ସଫଳତା ପାଇଁ ସାଧୁସନ୍ଥମାନେ ସୂର୍ଯ୍ୟ ପୂଜା କରିଛନ୍ତି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଗାୟତ୍ରୀ ପରିବାର ଓ ସାଧୁସନ୍ଥ ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟ ପୂଜା ସହ ସୂର୍ଯ୍ୟ ଉପାସନା କରିଛନ୍ତି ।

ଗୋପ (କେନ୍ୟୁଜ): ଭାରତର ସୂର୍ଯ୍ୟ ମିଶନ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା । କୋଣାର୍କର ଚନ୍ଦ୍ରଭାଗା ସମୁଦ୍ର କୂଳରେ ସୋଲାର୍ ମିଶନର ସଫଳତା ପାଇଁ ସାଧୁସନ୍ଥମାନେ ସୂର୍ଯ୍ୟ ପୂଜା କରିଛନ୍ତି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଗାୟତ୍ରୀ ପରିବାର ଓ ସାଧୁସନ୍ଥ ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟ ପୂଜା ସହ ସୂର୍ଯ୍ୟ ଉପାସନା କରିଛନ୍ତି ।

ଇସ୍ରୋର ମିଶନ ସୂର୍ଯ୍ୟ ପାଇଁ କାଉଣ୍ଟଡାଉନ ଆରମ୍ଭ । ଆଜି ଦିନ ୧୧ଟା ୫୦ ମିନିଟରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ ଆଦିତ୍ୟ L1 ୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L1କୁ ଶହେରୁ ୧୨୦ ଦିନ ସମୟ ଲାଗିବ । ଗତକାଲି ଇସ୍ରୋର ବୈଜ୍ଞାନିକମାନେ ତିରୁପତି ଯାଇ ଦର୍ଶନ କରିଛନ୍ତି । ଏହି ମିଶନର ସଫଳତା କାମନା କରିଥିଲେ। ଆଦିତ୍ୟ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.