କୋରାପୁଟ ଚମ୍ପୁଆ ଗାଁ ନିକଟରେ ଟ୍ରକ୍ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଜଣେ ଗୁରୁତର
କୋରାପୁଟ(କେନ୍ୟୁଜ୍): କୋରାପୁଟ ଚମ୍ପୁଆ ଗାଁ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଜଣେ ଗୁରୁତର । ମୃତକ ଦୁଇ ଜଣ ହେଲେ ଯୋଗେଶ ଖିଲ ଏବଂ ଜୟ ସୀସା । ଗୁରୁତର ଅବସ୍ଥାରେ ବାବୁଲା ପୂଜାରୀଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…