ଇତିହାସ ରଚିଲା ଇସ୍ରୋ, ହାଲୋ ଅର୍ବିଟରେ ପହଞ୍ଚିଲା ଆଦିତ୍ୟ ଏଲ-୧
ପୁଣି ଥରେ ଇତିହାସ ରଚିଲା ଇସ୍ରୋ । ଆଜି ଆଦିତ୍ୟ ଏଲ-୧ ପୃଥ୍ଵୀ ଠାରୁ ୧୫ ଲକ୍ଷ କିମି ଦୂର ଲଗରାଞ୍ଜିଆନ୍ ପଏଣ୍ଟ ୧ରେ ସଫଳତାପୂର୍ଣ୍ଣ ଭାବେ ପହଞ୍ଚିଛି । ଆଦିତ୍ୟ ଏଲ-୧ ସଫଳତାପୂର୍ଣ୍ଣ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏହାସହିତ ସମସ୍ତ…