Browsing Tag

afghanistan players

ଆଇସିସି ଦିନିକିଆ ରାଙ୍କି, ଶାକିବଙ୍କୁ ପଛରେ ପକାଇ ମହମ୍ମଦ ନବୀ ହେଲେ ନଂ ୧

ଆଇସିସି ଦିନିକିଆ ରାଙ୍କିରେ ୧ ନଂ ସ୍ଥାନ ଅଧିକାର କରିଛନ୍ତି ଆଫଗାନିସ୍ତାନ ଖେଳାଳି ମହମ୍ମଦ ନବୀ । ଦିନିକିଆ ଅଲରାଉଣ୍ଡର ରାଙ୍କିରେ ପୂର୍ବରୁ ବାଂଲାଦେଶର ଶକିବ ଅଲ ହସନ ନଂ ୧ ସ୍ଥାନରେ ରହିଥିଲେ । ହେଲେ ଏଥର ମହମ୍ମଦ ନବୀ ତାଙ୍କ ସ୍ଥାନ ଛଡାଇ ନେଇଛନ୍ତି । ଶାକିବ ଦ୍ୱିତୀୟ ସ୍ଥାନରେ…

ଦୀପାବଳି ପାଇଁ ରାତିରେ ଲୁଚିଲୁଚି ଗରିବଙ୍କୁ ଟଙ୍କା ବାଣ୍ଟିଲେ ରହମାନୁଲ୍ଲାହ ଗୁରବାଜ, ଭାରତୀୟଙ୍କ ମନ ଜିତୁଛି ଭିଡିଓ

ଆଫଗାନିସ୍ତାନ କ୍ରିକେଟ ଟିମ୍‌ ଚଳିତ ବିଶ୍ୱକପରେ ବେଶ୍‌ କମାଲ ପ୍ରଦର୍ଶନ କରିଛନ୍ତି । ବଡ ବଡ ଟିମକୁ ହରାଇ ଆଫଗାନିସ୍ତାନ ପ୍ରଥମ ଥର ସେମିଫାଇନାଲ ରେସରେ ରହିଥିଲା । କିନ୍ତୁ ଶେଷରେ ଷଷ୍ଠ ସ୍ଥାନରେ ରହି ବିଶ୍ୱକପରୁ ବାଦ୍‌ ପଡିଛି ଆଫଗାନିସ୍ତାନ । ଆଫଗାନିସ୍ତାନ ଟିମକୁ ଭାରତୀୟ ଦର୍ଶକଙ୍କ…

ଆଫଗାନୀ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା, ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଲେ ନବୀନ ଉଲ୍‌ ହକ୍‌

ବିଶ୍ୱକପ ଚାଲିଥିବା ବେଳେ ଆଫଗାନିସ୍ତାନ ଫ୍ୟାନ୍ସଙ୍କୁ ବଡ଼ ଝଟକା । ଆଫଗାନିସ୍ତାନର ଫାଷ୍ଟ ବୋଲର ନବୀନ ଉଲ୍‌ ହକ୍‌ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ବିଶ୍ୱକପ ୨୦୨୩ରେ ଆଫଗାନିସ୍ତାନ ବାଦ୍‌ ପଡିବା ପରେ ଇନଷ୍ଟାରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ନବୀନ…

ବିଶ୍ୱକପ ପୂର୍ବରୁ ଆଫଗାନିସ୍ତାନ ଟିମକୁ ଝଟକା, ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ନେଲେ ନବୀନ ଉଲ ହକ୍‌

ଆଫଗାନିସ୍ତାନର ଯୁବ କ୍ରିକେଟର ନବୀନ ଉଲ ହକ ଦିନିକିଆ କ୍ରିକେଟ କ୍ୟାରିଅରରୁ ସନ୍ନ୍ୟାସ ନେଇଛନ୍ତି । ବହୁତ କମ୍‌ ଦିନରେ ନବୀନ ଉଲ ହକଙ୍କ ସନ୍ନ୍ୟାସ ବିଶ୍ୱ କ୍ରିକେଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବିଶ୍ୱକପ ଖେଳିବାକୁ ଆଫଗାନିସ୍ତାନ ଟିମ ଭାରତରେ ପହଞ୍ଚିଛି । ଭାରତ ପହଞ୍ଚିବା ପରେ…

ନେଟ୍‌ ରନରେଟକୁ ନେଇ ହେଲା ଭୁଲ୍‌ ସମୀକରଣ, ସୁଯୋଗ ହାତଛଡା କରି ସୁପର –୪ରୁ ବାଦ୍‌ ପଡିଲା ଆଫଗାନିସ୍ତାନ

ଏସିଆ କପ ୨୦୨୩ରେ ଆଫଗାନିସ୍ତାନ ଟିମ୍‌ ଶ୍ରୀଲଙ୍କା ଠାରୁ ୨ ରନରେ ହାରିବା ଯୋଗୁଁ ସୁପର-୪ ମ୍ୟାଚରେ ପ୍ରବେଶ କରିପାରିଲା ନାହିଁ । ଏହାର ମୁଖ୍ୟ କାରଣ ରନରେଟକୁ ନେଇ ଭୁଲ୍‌ ଗଣନା ବୋଲି କୁହାଯାଇଛି । ଆଫଗାନିସ୍ତାନ ଟିମ୍‌ ମ୍ୟାଚ୍‌କୁ ରୋମାଞ୍ଚକ ସ୍ଥିତିକୁ ଆଣିଦେଇଥିଲେ କିନ୍ତୁ ହାର ପରେ…

BAN vs AFG: ଆଫଗାନିସ୍ତାନର ସମସ୍ତ ଖେଳାଳି କୋଭିଡ ପଜିଟିଭ, ବନ୍ଦ ହୋଇପାରେ ମ୍ୟାଚ୍

ବାଂଲାଦେଶ-ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ମ୍ୟାଚ୍‌ ପୂର୍ବରୁ ଆଫଗାନିସ୍ତାନ ଖେଳାଳିଙ୍କୁ ଏକ ବଡ ଧରଣର ଝଟ୍‌କା ଲାଗିିଛି । ଆଫଗାନିସ୍ତାନର ସମସ୍ତ ଖେଳାଳି ଏବେ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି।୨୩-୨୮ ଫେବ୍ରୁଆରୀରେ ବାଂଲାଦେଶ-ଆଫଗାନିସ୍ତାନ ମଧ୍ୟରେ ଦିନିକିଆ…