Airtel କୋଟି କୋଟି ଗ୍ରାହକଙ୍କୁ ଦେଇଛି ବଡ଼ ଝଟକା, ଲିଷ୍ଟରୁ ହଟାଇ ଦେଇଛି ଏହି ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ୍
Airtel ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । Airtel ପାଖରେ ପ୍ରାୟ ୩୮ କୋଟି ଗ୍ରାହକ ଅଛନ୍ତି । ଯଦି ଆପଣ Airtel ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଉପଯୋଗୀ ଖବର ରହିଛି । ନିକଟରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟେଲିକମ୍ କମ୍ପାନୀଗୁଡିକୁ ଭଏସ…