Browsing Tag

Ajit Pawar

ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷର ଗହଣା ଚୋରି, ୮ହଜାର ପୋଲିସ ଥିଲେ ନିୟୋଜିତ

ମହାରାଷ୍ଟ୍ର : ମହାରାଷ୍ଟ୍ର ବାରାମତିରେ ଲକ୍ଷଲକ୍ଷ ଲୋକ ନିଜ ପ୍ରିୟ ନେତା ‘ଅଜିତ ଦାଦା’ଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ । ଏହି ଦୁଃଖଦ ସମୟର ଫାଇଦା ଉଠାଇ ଚୋର ବଡ଼ କାରନାମା କରିଛି । ଅନ୍ତିମ ସଂସ୍କାର ସମୟରେ ସୁନା ଚେନ୍ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୩୦…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା, ସମ୍ଭାଳିବେ ଏସବୁ ବିଭାଗ

ମୁମ୍ବାଇ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ଅଜତି ପାୱାରଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯିବା ପରେ ଏହି ପଦ ପାଇଁ ସୁନେତ୍ରାଙ୍କୁ ଚୟନ କରାଯାଇଥିଲା । NCP ବିଧାୟକ…

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର, ବାରାମତି ପାଲଟିଲା ଜନସମୁଦ୍ର

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ମୃତ୍ୟୁ ପରେ ଗୁରୁବାର ରାଜକୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିନ ୧୧ଟା ସମୟରେ ଅଜିତ ପାୱାରଙ୍କ ରାଜନୈତିକ ଗଡ଼ ବାରାମତିର ବିଦ୍ୟା ପ୍ରତିଷ୍ଠାନ ଶ୍ମଶାନରେ ତାଙ୍କ ଅନ୍ତିମ…

ଆଜି ଅଜିତଙ୍କ ଶେଷକୃତ୍ୟ, ସକାଳ ୯ଟାରେ ଆରମ୍ଭ ହେବ ଅନ୍ତିମ ଶୋଭାଯାତ୍ରା

ମହାରାଷ୍ଟ୍ର : ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ କ୍ୟାପଟେନ ସୁମିତ କାପୁର ଓ କ୍ୟାପଟେନ ଶାମ୍ଭବୀ ପାଠକଙ୍କ ପୋଷ୍ଟମର୍ଟମ ହୋଇଛି । ପ୍ରକ୍ରିୟା ପରେ ମୃତଦେହକୁ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ବାରାମତୀ ପୁଣ୍ୟଶ୍ଲୋକ…

ଅଜିତ ପାୱାରଙ୍କ ପରଲୋକରେ କ୍ରିକେଟ ଜଗତରେ ଶୋକ, ସଚିନ ତେନ୍ଦୁଲକରଙ୍କ ସମେତ ଅନ୍ୟ ଖେଳାଳି ପ୍ରକାଶ କଲେ ଦୁଃଖ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅଜିତ ପାୱାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ୨୮ ଜାନୁଆରୀ ସକାଳ ୮ଟା ୪୫ରେ ଅବତରଣ କରିବାର ଥିଲା । ଆଗାମୀ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତିରେ ଏକ…

ଆହତଙ୍କ ସାହାଯ୍ୟ ପାଇଁ ପ୍ରୋଟୋକଲ୍ ଭାଙ୍ଗିଥିଲେ ଅଜିତ୍ ପାୱାର, ଆଜି ଶୋକ ପ୍ରକାଶ କରୁଛନ୍ତି ସମର୍ଥକ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଆଜି ଦେହାନ୍ତ ହୋଇଛି । ବାରାମତିର ଏୟାରଷ୍ଟ୍ରିପ୍ ନିକଟରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଏବଂ ସମର୍ଥକମାନେ ମର୍ମାହତ ହୋଇପଡିଛନ୍ତି । ଆପଣଙ୍କୁ ଜଣାଇ…

ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନିଆ ଶୋକ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ

ମହାରାଷ୍ଟ୍ର : ମହାରାଷ୍ଟ୍ର ବାରାମତିରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଅଜିତ ପାୱାରଙ୍କ ନିଧନରେ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ନିଧନରେ ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ…

ମହାରାଷ୍ଟ୍ର ରାଜନୀତିରେ ‘ଦାଦା’ ନାମରେ ପରିଚିତ ଥିଲେ ଅଜିତ ପାୱାର, ସର୍ବାଧିକ ୬ ଥର ହୋଇଥିଲେ…

ମହାରାଷ୍ଟ୍ର : ମହାରାଷ୍ଟ୍ର ରାଜନୀତିର ଜଣେ ପ୍ରମୁଖ ଚେହେରା ଥିଲେ ଅଜିତ ପାୱାର। ୨୨ ଜୁଲାଇ ୧୯୫୯ରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ଦେଓଲାଲିର ତାଙ୍କ ଜନ୍ମ । ଅନନ୍ତରାଓ ପାୱାର ଓ ଆଶା ପାୱାରଙ୍କ ପୁଅ ଅଜିତ ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ପୁତୁରା, ଯିଏ ତାଙ୍କର ରାଜନୈତିକ ଗୁରୁ ଥିଲେ…

ଅଜିତ ପାୱାରଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ କଲେ ଶୋକ ପ୍ରକାଶ

ମହାରାଷ୍ଟ୍ର : ମହାରାଷ୍ଟ୍ର ବାରାମତିରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । ଅଜିତଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗ, ବିମାନ ଦୁର୍ଘଟଣାରେ ଚାଲିଗଲା ଜୀବନ

ମହାରାଷ୍ଟ୍ର : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ହୋଇଛି । ଏନସିପି ନେତା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିମାନ କ୍ରାସ, ବାରାମତି ଏୟାରଷ୍ଟ୍ରିପରେ ଅବତରଣ ବେଳେ ଦୁର୍ଘଟଣା

ମହାରାଷ୍ଟ୍ର : ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ଯାଉଥିବା ବିମାନ ବାରାମତିରେ ଦୁର୍ଘଟଣାର ଶିକାର ହୋଇଛି । ସକାଳ ପ୍ରାୟ ୮:୪୫ ସମୟରେ ବାରାମତୀ ଏୟାରଷ୍ଟ୍ରିପରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ମହିଳା ଆଇପିଏସ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ, ଭିଡିଓ ହେଲା ଭାଇରାଲ୍

ମୁମ୍ବାଇ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ଅଜିତ ପାୱାର । ସେ ଜଣେ ମହିଳା ଆଇପିଏସ ଅଧିକାରୀଙ୍କୁ ଧମକ ଦେଇଥିବା ଖବର ସାମ୍ନାକୁ ଆସିଛି । କଥା କେବଳ ସେତିକି ନୁହେଁ ଏହି ପ୍ରସଙ୍ଗରେ କଥା ହେଉଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଭାଇରାଲ ହେବା ପରେ ଏହା…