Odisha News
.
Browsing Tag

alcohol

ଖୋର୍ଦ୍ଧା: ମହିଳାଙ୍କ ଅଭିନବ ପ୍ରୟାସରେ ବେଗୁନିଆ ବ୍ଲକ କଣ୍ଟାବାଡ ଗାଁ ହେଲା ସମ୍ପୁର୍ଣ୍ଣ ମଦମୁକ୍ତ

ଖୋର୍ଦ୍ଧା(କେନ୍ୟୁଜ୍): ମଦ୍ୟପଙ୍କୁ ସାବାଡ କରିବାକୁ ମହିଳାଙ୍କ ଅଭିନବ ପ୍ରୟାସ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡି ଗାଁକୁ ଏବେ ସମ୍ପୁର୍ଣ୍ଣ ଭାବେ ମଦମୁକ୍ତ କରିପାରିଛନ୍ତି ସ୍ଥାନୀୟ ମହିଳାମାନେ । ମଦ ବିକ୍ରି କରୁଥିବା ବ୍ୟକ୍ତି ଓ ମଦ ପିଉଥିବା ବ୍ୟକ୍ତିଙ୍କୁ ବିରୋଧ କରିବା ସହ…

ମଦ ପଡ଼ିଲା ମହଙ୍ଗା : ଚୋରା ମଦ ବ୍ୟବସାୟୀକୁ ଗଛରେ ବାନ୍ଧିଲେ ମହିଳା

ଭଦ୍ରକ (କେନ୍ୟୁଜ୍) : ଚୋରା ମଦ ବ୍ୟବସାୟୀକୁ ଗଛରେ ବାନ୍ଧିଲେ ମହିଳା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚଡଦିଆ ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ଚଉଦିଆ ଜୋରରେ ସୁଶାନ୍ତ ପରିଡ଼ା ନାମକ ବ୍ୟକ୍ତି ଦୀର୍ଘ ଦିନ ହେଲା ନିଜର ଶଳା ଓ ସ୍ତ୍ରୀ ସାହାଯ୍ୟରେ ଚୋରା ମଦ କାରବାର କରି ଆସୁଛନ୍ତି । ଗତକାଲି…

ବେଆଇନ ମଦବିକ୍ରିକୁ ମହିଳା ମହାସଂଘର ବିରୋଧ

ସୁବର୍ଣ୍ଣପୁର (କେନ୍ୟୁଜ୍) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ ଉତ୍ତେଜନା ଦେଖାଦେଇଛି। ତେଜରାତି ଦୋକାନରେ ମଦବିକ୍ରିକୁ ବିରୋଧ କରାଯାଇଛି। ଉତ୍ୟକ୍ତ ମହିଳା ତେଜରାତି ଦୋକାନରେ ପଶି ଭଙ୍ଗାରୁଜା କରିଛନ୍ତି। ବଡଖମାର ଗାଁରେ କିଛି ମାସ ହେଲା ୩ଟି ତେଜରାତି ଦୋକାନରେ ମଦ…

ଏବେ ବଦଳିଲା ଗୋଆର ନିୟମ, ସମୁଦ୍ରକୂଳରେ ମଦ୍ୟପାନ କଲେ ଦେବାକୁ ପଡ଼ିବ ବଡ଼ ଜରିମାନା

ନୂଆଦିଲ୍ଲୀ : ଗୋଆ ସବୁବେଳେ ଯୁବପିଢ଼ିଙ୍କ ପାଇଁ ସମୁଦ୍ରକୂଳ ବୁଲିବାର ମନପସନ୍ଦ ସ୍ଥାନ ମଧ୍ୟରେ ରହିଆସିଛି। ମନପସନ୍ଦ ହେବାର ମୁଖ୍ୟ କାରଣ ହେଉଛି ଏଠାରେ ଥିବା ସୁନ୍ଦର ମନଲୋଭା ବିଚ୍ ସହ ହାତରେ ବିୟର ବୋତଲ। ଆଜ୍ଞା ହଁ, ଗୋଆ ଖାଲି ବିଚ୍ ନୁହଁ ଏଠାରେ ଶସ୍ତାରେ ମିଳୁଥିବା ମଦ ପାଇଁ ମଧ୍ୟ…

ବିଶ୍ବକପ୍ ପାଇଁ ବଦଳିଲା ନିୟମ, ରାତି ୧.୩୦ ଯାଏଁ ମିଳିବ ମଦ

ଭୁବନେଶ୍ବର : ହକି ବିଶ୍ୱକପ୍‌ ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବାର୍‌ଗୁଡିକ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ବିଦେଶୀ ଦର୍ଶକଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ମଦ ଦୋକାନ ଗୁଡ଼ିକ ୧ ଟା ୩୦ ଯାଏଁ ଖୋଲା ରହିବ ନାହିଁ । ରାତି ୧୦ଟା ୩୦ରେ ବନ୍ଦ ହେବ ମଦ ଦୋକାନ । ଏହି…

ନିଶା କଲା ବରବାଦ ! ଠପ୍ ହୋଇଗଲା ସୁପରଷ୍ଟାର କଳାକାରଙ୍କ କଳା ଜୀବନ

ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କୁ ଖୁବ୍ କମ ସମୟରେ ମିଳିଥିଲା ସଫଳତା । ସେହିପରି ଆଉ କିଛି କଳାକାର ଅଛନ୍ତି ଯେଉଁମାନେ ଜୀବନ ସାରା କେବଳ ସଫଳତାର ସ୍ୱପ୍ନ ହିଁ ଦେଖି ଦେଖି ନିରାଶ ହୋଇଛନ୍ତି । ଅଆହୁରି ଅନେକ କଳାକାର ଅଛନ୍ତି ଯେଉଁମାନେ କି ଇଣ୍ଡଷ୍ଟ୍ରିକୁ ଆସିଛନ୍ତି ଓ…

ମଦୁଆ ମୂଷା, ପିଇଗଲେ ସରକାରଙ୍କ ୧୦ହଜାର ଟଙ୍କାର ମଦ

ବିହାର : ପୁଣି ଥରେ ବିହାରରେ ଲୋକଙ୍କ ନାକରେ ଦମ କରିଛି ମୂଷା। ଏପରି ଏକ ମାମଲା ଦେଖିବାକୁ ମିଳିଛି କୈମୁର ଜିଲ୍ଲା ନିକଟରେ। ଏଠାରେ ସରକାର ଗୋଦାମରୁ ଜବରଦସ୍ତି ମଦ ଫିଙ୍ଗୁଥିବା ବେଳେ ଏକ ଭିଷଣ ଆଶ୍ଚର୍ଯ୍ଯକର କଥା ଉପରୁ ପରଦା ଉଠିଥିଲା। ରାଜ୍ଯରେ ମଦବନ୍ଦ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ…

ଆପଣ ଜାଣିଛନ୍ତି କି, ସେନାରେ କାହିଁକି ବନ୍ଦ କରାଯାଉନାହିଁ ଶରୀର ପ୍ରତି ହାନିକାରକ ମଦ 

ଭାରତୀୟ ସେନାଙ୍କର ଜୀବନ ଅତ୍ଯନ୍ତ କଠିନ ଏବଂ ଅନୁଶାସନପୂର୍ଣ୍ଣ ହୋଇଥାଏ। ସେମାନଙ୍କୁ ଦେଶର ରକ୍ଷା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏଣୁ ତାଙ୍କୁ ସବୁବେଳେ ସବୁ ସମୟରେ ଫିଟ ରହିବାକୁ ପଡ଼ିଥାଏ। ତେବେ ଏତେ ଫିଟ ରହିବା ପରେ ମଧ୍ୟ ସେମାନଙ୍କର ମଦ୍ଯପାନ କରିବାର ଅଭ୍ଯାସ…

ମଦ ବିରୋଧରେ ବିଶାଳ ଆନ୍ଦୋଳନ !

କନ୍ଧମାଳ : ଶତାଧିକ ମହିଳା ଏକାଠି ହୋଇ ଜିଲ୍ଲାରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି । ଏନେଇ ମଦକୁ ବିରୋଧ କରି ବିଶାଳ ଆନ୍ଦୋଳନ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ କନ୍ଧମାଳ ମହିଳା ମଣ୍ଡଳର ୪ଟି ବ୍ଲକର ମହିଳମାନେ ଏକାଠି ହୋଇଥିଲେ । ପ୍ଲାକାର୍ଡ଼ ଧରି ମଦବିରୋଧୀ ସ୍ଲୋଗାନ୍ ଦେବା ସହ…