Below header
Browsing Tag

alia Bhatt

ଝିଅକୁ ପ୍ରଥମଥର କୋଳରେ ଧରି କାନ୍ଦି ପକାଇଲେ ରଣବୀର, ନିଜ ଖୁସିକୁ ସମ୍ଭାଳିପାରିଲେନି

କପୁର ପରିବାର ଏବଂ ଭଟ୍ଟ ପରିବାରରେ ଏବେ ଖୁସିର ମାହୋଲ । ନଭେମ୍ବର ୬ ତାରିଖରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାକୁ ନେଇ ପରିବାର ଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ରହିଛନ୍ତି। ତେବେ ଆଲିଆ ଏବଂ ରଣବୀରଙ୍କ ଝିଅ ଦେଖିବାକୁ କିପରି ଏହାକୁ ନେଇ ସମସ୍ତଙ୍କ ମନରେ…

କପୁର ପରିବାରକୁ ଆସିଲେ କୁନି ଅତିଥି, କନ୍ୟା ସନ୍ତାନକୁ ଜନ୍ମ ଦେଲେ ଆଲିଆ

କପୁର ପରିବାରକୁ ଆସିଲେ କୁନି ଅତିଥି। କନ୍ୟା ସନ୍ତାନ ଜନ୍ମ ଦେଲେ ଆଲିଆ । ଆଜି ଆଲିଆଙ୍କୁ ନେଇ ରଣବୀର ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ଖବର ମୁତାବକ, ଏଚଏନ ରିଲାଏନ୍ସ ହସପିଟାଲରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଲିଆଙ୍କ ଝିଅ ଜନ୍ମ ହେବା ପରେ ପରିବାରର ସମସ୍ତ ସଦସ୍ୟ ବେଶ୍‌…

ଆଲିଆକୁ ନେଇ ହସପିଟାଲରେ ପହଞ୍ଚିଲେ ରଣବୀର, ଖୁବଶୀଘ୍ର ଆସିବେ ନୂଆ ଅତିଥି

ଖୁବଶୀଘ୍ର ଆଲିଆ ଏବଂ ରଣବୀର ମା ବାପା ହେବାକୁ ଯାଉଛନ୍ତି। ଏଥିପାଇଁ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ହସପିଟାଲରେ ପହଞ୍ଚିଛନ୍ତି। ଖୁବଶୀଘ୍ର ଆଲିଆ ଭଟ୍ଟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଫ୍ୟାନ୍ସ ଖୁସି ଖବର ପାଇବାକୁ ଅପେକ୍ଷା କରି ରହିଛନ୍ତି । ରଣବୀର କପୁର…

ସନ୍ତାନ ଜନ୍ମ ପାଇଁ ହସ୍ପିଟାଲ ବୁକ୍‌ କଲେ ଆଲିଆ ଓ ରଣବୀର; ଏହି ଦିନ ଘରକୁ ଆସୁଛି ନୂଆ ଅତିଥି…

ବଲିଉଡ୍‌ର ଅଧିକ ଲୋକପ୍ରିୟ ଷ୍ଟାର କପଲ୍‌ ଆଲିଆ ଭଟ୍ଟ ଓ ରଣବୀର କପୁର ଚଳିତ ବର୍ଷ ଏପ୍ରିଲ ୧୪ରେ ବିବାହ କରି ଖୁବ୍‌ ଚର୍ଚ୍ଚା ସାଉଁଟିଥିଲେ। ପୁଣି ବିବାହର କିଛି ଦିନ ପରେ ଉଭୟ ନିଜ ଫ୍ୟାନ୍‌ମାନଙ୍କ ସହ ପ୍ରେଗ୍‌ନାନ୍ସି ଖବର ସେୟାର କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହା ପରଠୁ ଫ୍ୟାନମାନେ…

ନିଜ ବେବି ସାଓ୍ଵାରରେ ଖୁବ୍‌ ସୁନ୍ଦରୀ ଦିଶିଲେ ପତ୍ନୀ ଆଲିଆ ଭଟ୍ଟ; ନିଜକୁ ସମ୍ଭାଳି ପାରିଲେନି ରଣବୀର କପୁର…ଦେଖନ୍ତୁ…

ବହୁତ ଜଲ୍‌ଦି ମା’ ହେବାକୁ ଯାଉଥିବା ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ବୁଧବାର ବେବି ସାୱାର ନୀତି ପାଳିତ ହୋଇଯାଇଛି। ଏହି ସମୟରେ ତାଙ୍କର ଏବଂ ରଣବୀର କପୁରଙ୍କର ପରିବାର ସଦସ୍ୟ ଉତ୍ସବରେ ସାମିଲ ହୋଇଥିଲେ। ଏଥିରେ କେବଳ ପରିବାରର ଘନିଷ୍ଠ ଲୋକମାନେ ହିଁ ସାମିଲ ହୋଇଥିଲେ। ବେବି ସାୱାରରେ…

ଶୋଇଥିବା ଅବସ୍ଥାରେ ଖଟ ସାରା ଗଡ଼ନ୍ତି ଆଲିଆ ଭଟ୍ଟ! ନିଜ ପାଇଁ ଜାଗା ପାଆନ୍ତିନି ରଣବୀର କପୁର…ଇଣ୍ଟରଭ୍ୟୁରେ ସ୍ତ୍ରୀଙ୍କ…

ରଣବୀର କପୁର ଓ ଆଲିଆ ଭଟ୍ଟ ବହୁତ ଜଲ୍‌ଦି ମା’, ବାପା ହେବାକୁ ଯାଉଛନ୍ତି। ସେମାନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ନିକଟରେ ରିଲିଜ୍‌ ହୋଇସାରିଛି। ଦୁଇ ଜଣଙ୍କର ଅନଲାଇନ କେମିଷ୍ଟ୍ରିଠାରୁ ଅଫ୍‌ଲାଇନ ବଣ୍ଡିଙ୍ଗ୍‌ ଲୋକମାନଙ୍କୁ ଅଧିକ ପସନ୍ଦ ଆସିଥାଏ। ରଣବୀର ଓ ଆଲିଆ ଲମ୍ବା ସମୟ ପର୍ଯ୍ୟନ୍ତ…

ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ଜଲଓ୍ଵା ଦେଖାଇବେ ଆଲିଆ ଭଟ୍ଟ, ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ କରିବେ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ହଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ ଆଲିଆଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଆଲିଆଙ୍କ ଫ୍ୟାନ୍ସ ଏହି ଫିଲ୍ମ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଭାରତୀୟ ସିନେମା ପାଇଁ ଗର୍ବର ବିଷୟ। Meet…

Heart Of Stone ର ପ୍ରଥମ ଲୁକ୍ ସେୟାର କଲେ ଆଲିଆ ଭଟ୍ଟ, ଉତ୍ସାହିତ ପ୍ରଶଂସକ

ଆଲିଆ ଭଟ୍ଟ ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ନିଜର ପ୍ରଥମ ହଲିଉଡ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ' ପ୍ରଥମ ଲକ୍ ସେୟାର କରିଛନ୍ତି। ଏଥିରେ ସେ ଗାଲ୍ ଗାଡୋଟ୍ ଏବଂ ଜାମି ଡର୍ନାନଙ୍କ ସହିତ ଅଭିନୟ କରିଛନ୍ତି। ତାଙ୍କର ଏହି ଆଗାମୀ ଆକ୍ସନ୍ ଥ୍ରୀଲର ଫିଲ୍ମ ନେଟଫ୍ଲିକ୍ସରେ ପ୍ରଥମ ଟ୍ରେଲର…

ଖୁବ୍ ଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବ ବ୍ରହ୍ମାସ୍ତ୍ର, ପଞ୍ଚମ ଦିନରେ ଜାରି ରଖିଛି କ୍ରେଜ

ଆୟାନ୍ ମୁଖାର୍ଜୀ ୪୧୦ କୋଟି ଟଙ୍କା ବଜେଟରେ ବ୍ରହ୍ମାସ୍ତ୍ର ପ୍ରସ୍ତୁତ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ରଗୁଡିକ କ୍ରମାଗତ ଭାବରେ ଆଗକୁ ବଢୁଥିବା ବେଳେ ଆୟାନଙ୍କ ପାଇଁ ବଡ଼ ବଜେଟରେ ଫିଲ୍ମ କରିବା ଜୁଆ ଖେଳ ଠାରୁ କିଛି କମ୍ ନୁହେଁ। ତେବେ ପ୍ରଥମ ଦିନରେ ଏହି ଫିଲ୍ମ ପ୍ରାୟ ୭୫ କୋଟି ଇନକମ…