Browsing Tag

allu arjun

ଫ୍ୟାନ୍ସ ନିରାଶ, ‘ପୁଷ୍ପା ୨’ରେ ଖଳନାୟକ ଭାବେ ନଜର ଆସିବେନି ଅର୍ଜୁନ କପୁର

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା। ପୁଷ୍ପା ବ୍ଲକବଷ୍ଟର ହେବା ପରେ ଫ୍ୟାନ୍ସ ପୁଷ୍ପା ୨ ପାଇଁ ଚାହିଁ ରହିଛନ୍ତି। ଆଉ ପ୍ରତିଦିନ ପୁଷ୍ପା ୨କୁ ନେଇ ନୂଆ ନୂଆ ଖବର ମଧ୍ୟ ସାମ୍ନାକୁ ଆସୁଛି।  ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ପୁଷ୍ପା ୨କୁ ନେଇ…

‘ପୁଷ୍ପା’ ଷ୍ଟାଇଲରେ ଗଣପତି ବାପ୍ପାଙ୍କ ମୂର୍ତ୍ତି , ଅଲ୍ଲୁ ଅର୍ଜୁନଙ୍କ ହିଟ୍‌ ଅନ୍ଦାଜରେ ଆସିଲେ ନଜର

‘ପୁଷ୍ପା ଦି ରାଇଜ୍’ ଦେଖିବା ପରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଫିଲ୍ମରେ ପୁଷ୍ପାଙ୍କ 'ଜୁକେଗା ନେହିଁ ' ଷ୍ଟାଇଲ ଫ୍ୟାନ୍ସଙ୍କ ହୃଦୟକୁ ଖୁବ ଛୁଇଁ ଥିଲା। ସୋସିଆଲ ମିଡିଆରେ ସମସ୍ତେ ପୁଷ୍ପା ଷ୍ଟାଇଲରେ ଭିଡିଓ ପ୍ରସ୍ତୁତ କରିବା ବର୍ତ୍ତମାନ ଟ୍ରେଣ୍ଡ…

‘ପୁଷ୍ପା ଦ ରୁଲ୍‌’ ପାଇଁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା, ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସୁଟିଂ…

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ’ ବକ୍ସ ଅଫିସରେ ଜବରସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ ଅଲ୍ଲୁ  ଅର୍ଜୁନ ହୁଅନ୍ତୁ ଅବା ରଶ୍ମିକା ମନ୍ଦାନା ପ୍ରଶଂସା ସାଉଁଟିଥିଲେ। ଫିଲ୍ମ ସହିତ ଗୀତ ମଧ୍ୟ ସୁପରହିଟ୍‌ ହୋହଇଥିଲା। ଏହି ଫିଲ୍ମ ପରେ ପୁଷ୍ପାର ସିକ୍ୱେଲକୁ…

କୋଟି କୋଟି ଟଙ୍କାର ମଦ ବିଜ୍ଞାପନ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ, ଜିଣିନେଲେ ଫ୍ୟାନ୍ସଙ୍କ ମନ

ପୁଣି ଥରେ ସମସ୍ତଙ୍କ ହୃଦୟକୁ ଜିଣିନେଇଛନ୍ତି ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ। ସୁପରଷ୍ଟାର ଅଲୁ ଅର୍ଜୁନ ନିକଟରେ ଏକ ମଦ କମ୍ପାନୀକୁ ବିଜ୍ଞାପନ କରିବାକୁ ମନା କରିଛନ୍ତି । ଯାହାଫଳରେ ତାଙ୍କର ଏହି ନିଷ୍ପତ୍ତିକୁ ଫ୍ୟାନ୍ସମାନେ ଖୁବ୍ ପ୍ରଶଂସା କରିଛନ୍ତି । ଏହି ଆଡ୍‌ ପାଇଁ କୋଟି କୋଟି…

ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ବଲିଉଡ ଫିଲ୍ମରେ ଆସିବେ ନଜର

‘ପୁଷ୍ପା: ଦ ରାଇଜିଂ ଷ୍ଟାର’ ଫିଲ୍ମ ଯୋଗୁଁ କେବଳ ସାଉଥ ଫିଲ୍ମ ନୁହେଁ ବରଂ ସମଗ୍ର ଦୁନିଆରେ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍‌ ଫେଲୋଇଂ ବଢିଚାଲିଛି। ଏହି ଫିଲ୍ମର ଶ୍ରୀବଲ୍ଲୀ ଗୀତ ଆଜି ବି ଲୋକଙ୍କ ମନରେ ଘର କରିଛି। ସାଉଥର ଅନେକ ସୁପରଷ୍ଟାରଙ୍କୁ ହିନ୍ଦୀ ଫିଲ୍ମର ଅଫର ମିଳୁଛି। କିନ୍ତୁ କିଛି…

‘ପୁଷ୍ପା ୨’ରେ ଶ୍ରୀବଲ୍ଲୀଙ୍କୁ ହତ୍ୟା କରିବ ଭିଲେନ୍‌! ସାମ୍ନାକୁ ଆସିଲା ଅଲ୍‌ଲୁ ଅର୍ଜୁନ୍‌ଙ୍କ ଫିଲ୍ମର କାହାଣୀ

ଅଲ୍‌ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ପୁଷ୍ପା ସୁପରହିଟ୍‌ ହେବା ପରେ ଫ୍ୟାନ୍‌ମାନେ ଏବେ ‘ପୁଷ୍ପା ୨’ ଦେଖିବାକୁ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଫିଲ୍ମକୁ ନେଇ ଖୁବ୍‌ ଚର୍ଚ୍ଚା ବି ହେଉଛି। କିନ୍ତୁ ଏବେ ଯାଏଁ ଫିଲ୍ମ ବିଷୟରେ ଏତେଟା ସୂଚନା ସାମ୍ନାକୁ ଆସି ନାହିଁ।…

‘ପୁଷ୍ପା’କୁ ଟକ୍କର ଦେବ ମହେଶ ବାବୁଙ୍କ ଫିଲ୍ମ , ୨୦୦ କୋଟି କ୍ଲବରେ ହେଲା ସାମିଲ୍

ମହେଶ ବାବୁ ଏବଂ କିର୍ତ୍ତୀ ସୁରେଶଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର '‘ସରକାରୁ ବାରୀ ପାଟା’ ' ବକ୍ସ ଅଫିସରେ ଧମାଲ ମଚାଉଛି।ଫିଲ୍ମଟି ବକ୍ସ ଅଫିସ ଦ୍ରୁତ ଗତିରେ କଲେକ୍ସନ କରୁଛି।ଏହି ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହୋଇଛି ଏବଂ ପ୍ରଶଂସକମାନେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ…