Below header
Browsing Tag

america

ନୂଆଦଲ୍ଲୀରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ପ୍ରସଙ୍ଗରେ ଆଲୋଚନା

ଭାରତ ଗସ୍ତରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ନୂଆଦିଲ୍ଲୀର ପହଞ୍ଚିବା ପର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ ସ୍ବାଗତ ଜଣାଇଛନ୍ତି । ସେହିପରି ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ପ୍ରତିରକ୍ଷା…

କ’ଣ ଆମେରିକାରେ Parle-G ବିସ୍କୁଟ ମିଳେ ? ଜାଣନ୍ତୁ କେତେ ଡଲାରରେ ହେଉଛି ବିକ୍ରି

ଭାରତରେ ଏଭଳି କୌଣସି ସହର ନାହିଁ ଯେଉଁଠାରେ ପାର୍ଲେ ଜି ବିସ୍କୁଟ ମିଳେ ନାହିଁ । ଏହି ବିସ୍କୁଟ ଅଧିକାଂଶ ଭାରତୀୟଙ୍କ ପିଲାଦିନ ସହିତ ଜଡିତ । ତେବେ ଆସନ୍ତୁ ଜାଣିବା ଆମେରିକାରେ ଏହା ମିଳେ ନା ନାହିଁ ? ବାସ୍ତବରେ ମୁମ୍ବାଇର ଭିଲେ ପାରଲେ ଅଞ୍ଚଳରେ ଥିବା ଏକ ପୁରୁଣା ବନ୍ଦ କାରଖାନାରୁ ପାର୍ଲ…

ଆମେରିକାର ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା; ଦୁଇ କାର୍‌ ମଧ୍ୟରେ ଧକ୍କା, ୮ ଜଣଙ୍କ ମୃତ୍ୟୁ

ଆମେରିକାର ଟେକ୍ସାସ୍‌ରେ ବୁଧବାର ଦୁଇ କାର୍‌ ମଧ୍ୟରେ ଭୀଷଣ ଧକ୍କା ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ଧଳା ରଙ୍ଗର ଏକ କାରରେ ବସିଥିବା ଲୋକମାନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଅନ୍ୟ ଏକ କାର ସହିତ ସେମାନଙ୍କ କାର୍‌ ମୁହାଁମୁହିଁ…

ଆମେରିକାରେ ୨୪ ବର୍ଷୀୟ ଭାରତୀୟ ଛାତ୍ର ଉପରେ ଆକ୍ରମଣ, ଛାତ୍ର ଅବସ୍ଥା ଗୁରୁତର

ଆମେରିକୀୟ ରାଜ୍ୟ ଇଣ୍ଡିଆନାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ । ତାଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ରିପୋର୍ଟ ଅନୁସାରେ, ରବିବାର ସକାଳ ଇଣ୍ଡିଆନାର ବାଲପରାଇସା ସହର ନିକଟରେ ଥିବା ଏକ ଜିମ୍‌ ନିକଟରେ ଛାତ୍ରଙ୍କ ଉପରେ ଛୁରୀରେ ଆକ୍ରମଣ…

ଇସ୍ରାଏଲ-ହାମାସ ଯୁଦ୍ଧନେଲା ୬ ବର୍ଷୀୟ ମୁସଲିମ ପିଲାର ଜୀବନ, ୨୬ ଥର ଛୁରୀ ଭୁସିଲା ଘର ମାଲିକ

ଇସ୍ରାଏଲ-ହାମାସ ଯୁଦ୍ଧର କରୁଣ ପରିଣତି । ଆମେରିକାରେ ୬ ବର୍ଷୀୟ ମୁସଲିମ ପିଲାର ଜୀବନ ଚାଲିଯାଇଛି । ୭୧ ବର୍ଷୀୟ ବ୍ୟକ୍ତି ୬ ବର୍ଷର ପିଲାକୁ ୨୬ ଥର ଛୁରୀ ଭୁସି ହତ୍ୟା କରିଛି । ପିଲାର ୩୨ ବର୍ଷୀୟ ମା’ ଉପରେ ମଧ୍ୟ ଅନେକ ଥର ଛୁରୀ ମାରିଛି ହତ୍ୟାକାରୀ । ପୋଲିସ ହତ୍ୟାକାରୀକୁ ଗିରଫ କରି…

ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ଯୁଦ୍ଧ: ଆମେରିକା ପଠାଉଛି ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ୍‌ ଗ୍ରୁପ୍‌; ଇସ୍ରାଏଲ୍‌କୁ କରିବ…

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରିଛି। ଏହା ସହିତ ନିଜର ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ ଗ୍ରୁପକୁ ପୂର୍ବ ଭୂମଧ୍ୟସାଗରକୁ ଯିବାକୁ ଆଦେଶ ଦେଇଛି, ଯଦ୍ଦ୍ଵାରା ହମାସ ଆକ୍ରମଣ ପରେ ଇସ୍ରାଏଲକୁ ସହାୟତା କରାଯାଇ…

ରସାୟନ ବିଜ୍ଞାନରେ ନୋବେଲ୍‌ ଘୋଷଣା; ଆମେରିକାର ୩ ବୈଜ୍ଞାନିକକୁ ଦିଆଯିବ ପୁରସ୍କାର

ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ସମ୍ମାନ ମିଳିତ ଭାବେ ଆମେରିକାର ୩ ବୈଜ୍ଞାନିକଙ୍କୁ ମିଳିବ। ୩ ବୈଜ୍ଞାନିକ ହେଲେ, ମେସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ମୋଉଙ୍ଗୀ ବାେଓ୍ଵଣ୍ଡି, କଲମ୍ବିଆ ବିଶ୍ୱବିଦ୍ୟାଳୟର ଲୁଇସ୍‌…

୭୦୦ ଫୁଟ୍‌ ତଳ ଗୁମ୍ଫାରୁ ମିଳିଲା କ୍ଷୀରରେ ପରିପୂର୍ଣ୍ଣ ରହସ୍ୟମୟୀ ପୋଖରୀ

ଆମେରିକାର ନ୍ୟୁ ମେକ୍ସିକୋରେ କ୍ଷୀରରେ ପରିପୂର୍ଣ୍ଣ ଏକ ରହସ୍ୟମୟୀ ପୋଖରୀର ସନ୍ଧାନ କରାଯାଇଛି। ଲେଚୁଗୁଇଲା ଗୁମ୍ଫାରେ କାର୍ଲସବେଡ କେଭର୍ସର ୭୦୦ ଫୁଟ ତଳୁ ଏହାର ଆବିଷ୍କାର ହୋଇଛି । ଏହା ଦୁନିଆର ସବୁଠୁ ବଡ ଏବଂ ଗଭୀର ଗୁମ୍ଫା ମଧ୍ୟରୁ ଅନ୍ୟତମ । ଆଜି ଯାଏଁ ଏହି ରହସ୍ୟମୟୀ ପୋଖରୀ ପର୍ଯ୍ୟନ୍ତ…

୧୬ ବର୍ଷରେ ହାସଲ କଲେ ୧୭୦ କଲେଜର ଆଡମିଶନ୍‌ ଅଫର୍‌, ପାଇଲେ ୯ ମିଲିୟନ୍‌ ଡଲାର ସ୍କଲାରସିପ୍‌

ଆମେରିକାର ୧୬ ବର୍ଷ ବୟସର ଜଣେ ଛାତ୍ର ଇତିହାସ ସୃଷ୍ଟି କରିଛନ୍ତି । ଡେନିସ ମଲିକ୍‌ ବାର୍ନେସ୍‌ ନାମକ ଏହି ଛାତ୍ର ୧୭୦ କଲେଜ୍‌ ଏବଂ ୟୁନିଭର୍ସିଟିରୁ ଆଡମିଶନ୍‌ ଅଫର ଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏଥି ସହିତ ୯ ମିଲିୟନ୍ ଡଲାର ସ୍କଲାରସିପ୍‌ ପୁରସ୍କାର ପାଇ ସମସ୍ତଙ୍କ ପାଇଁ…

ଏହି ସ୍ଥାନରେ ଘରେ ଘରେ ରହିଛି ଏୟାରକ୍ରାଫ୍ଟ, ଛୋଟ ଛୋଟ କାମ ପାଇଁ ଗାଡ଼ି ନୁହେଁ ବ୍ୟବହାର କରନ୍ତି ପ୍ଲେନ୍‌

ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଗୋଟିଏ କି ଦୁଇଟି ବାଇକ୍ କିମ୍ବା କାର ରହିଥିବା ଆପଣମାନେ ଜାଣିଥିବେ । ଯେକୌଣସି ସ୍ଥାନକୁ ଯିବାକୁ ହେଲେ ଲୋକମାନେ ତୁରନ୍ତ ଗାଡ଼ି ବାହାର କରି ବାହାରକୁ ଯାଇଥାନ୍ତି । ଏହା ତ ସାଧାରଣ କଥା କିନ୍ତୁ ଆମେ ଆଜି ଯେଉଁ ଗାଁ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ,…