Browsing Tag

anandapur

Low-Pressure Rains: ଲଘୁଚାପ ବର୍ଷାରେ ଫୁଲୁଛି ବୈତରଣୀ, ବନ୍ଦ ହେଲା ରାସ୍ତା ଯାତାୟାତ

ଆନନ୍ଦପୁର: ଲଗାଣ ବର୍ଷା ଯୋଗୁ ଫୁଲୁଛି ବୈତରଣୀ । ନଦୀର ଉପରମୁଣ୍ଡ ଚମ୍ପୁଆରେ ଗତ ୨୪ ଘଣ୍ଟାରେ ୧୯୨ ମିଳିମିଟର ବର୍ଷା ହୋଇଥିବା ବେଳେ ଆନନ୍ଦପୁର ଠାରେ ବୈତରଣୀ ନଦୀ ବିପଦ ସଂକେତ ପାର କରିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିବାରୁ ଆନନ୍ଦପୁର ଉପଖଣ୍ଡର ହାଟଡିହି,…

Health Camp : ଭୀମଭୋଇ ଦିବ୍ୟାଙ୍ଗ ଶିବିର ଅନୁଷ୍ଠିତ, ୫ଜଣ ଅଭିଜ୍ଞ ଡାକ୍ତର ନିୟୋଜନ

ଆନନ୍ଦପୁର : ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଯୋଗଦେଲେ ଶତାଧିକ ଦିବ୍ୟାଙ୍ଗ ବ୍ୟକ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ଗରିବ ଦିବ୍ୟାଙ୍ଗ ପରିବାର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଯାଇ ପାରୁନଥିବାରୁ…

ବିଲରେ କାମ କରୁଥିବା ବେଳେ ଅଘଟଣ, ବଜ୍ରପାତରେ ଚାଷୀ ମୃତ

ଆନନ୍ଦପୁର: ବିଲରେ କାମ କରୁଥିବା ବେଳେ ଅଘଟଣ । ନନ୍ଦିପଦା ଥାନା ଡ଼ିମିରିଆ ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ହେଲେ ଗ୍ରାମର ଶ୍ରୀନିବାସ ରାଉଳଙ୍କ ପୁଅ ମିଥୁନ ରାଉଳ । ମିଥୁନ ଆଜି ଅପରାହ୍ନରେ  ବିଲକୁ ଟ୍ରାକ୍ଟର ନେଇ ହଳ କରାଇବା ପାଇଁ ଯାଇଥିବା ବେଳେ ବଜ୍ରପାତ…

ପଥର ଖାଦାନରେ ବୁଡିଗଲା ପୁଅ, ଉଦ୍ଧାର ଦାବିରେ ପରିବାର ଲୋକଙ୍କ ରାସ୍ତା ରୋକ

ଆନନ୍ଦପୁର : ପଥର ଖାଦାନରେ ବୁଡିଗଲା ପୁଅ । ଏଯାବତ ହୋଇପାରୁନି ଉଦ୍ଧାର। ପରିବାର ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ ହୋଇଛି । ଗତକାଲି ପ୍ରଥମ ରଜରେ ଘସିପୁରା ଥାନା ଖାଳିଆମେଣ୍ଟା ଗାଁର ଯୁବକ ନିହାର ରଞ୍ଜନ ବେହେରା ଓ ତାଙ୍କ ସାଙ୍ଗ ଶୁଭେନ୍ଦୁ ଦାସ ଗାଧୋଇବା ପାଇଁ ଭୋଳନୂଆଗାଁ ରେ ଥିବା ଏକ…

ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ

ଆନନ୍ଦପୁର: ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ । ଆନନ୍ଦପୁର ପୌରପରିଷଦ ନମ୍ବର ୱାର୍ଡରେ ଦନ୍ତା । ସକାଳୁ ପୌର ପରିଷଦର ୭ ନମ୍ବର ୱାର୍ଡରେ ଦନ୍ତା ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି । ଟୁଟୁ ମଲ୍ଲିକ ନାମକ ବ୍ୟକ୍ତି ଆମ୍ବ ତୋଳିବାକୁ ବାଡ଼ିକୁ ଯାଇଥିବା ବେଳେ ହାତୀକୁ…

ଭାଲୁ ପାଇଁ ରାତି ଉଜାଗର, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ

ଉଦଳା/ଆନନ୍ଦପୁର: ଭାଲୁ ପାଇଁ ରାତି ଉଜାଗର । ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ। ହାତରେ ଠେଙ୍ଗା ବାଡ଼ି ଧରି ବୁଲୁଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ବୈରାଟପୁର ଆଦି ଗାଁରେ ମାତିଛି ଭାଲୁ। ୮ ଦିନ ହେଲାଣି ନାକେଦମ ହେଲେଣି ଗ୍ରାମବାସୀ। ଭାଲୁ ବୁଲୁଥିବାରୁ ଭୟଭୀତ…

ବାଲି ମାଫିଆଙ୍କ ଘରେ ପୋଲିସର ସ୍ୱତନ୍ତ୍ର ସ୍କ୍ବାର୍ଡର ଚଢ଼ାଉ, ୨୦ ଲକ୍ଷ ରୁ ଅଧିକ ଟଙ୍କା ଜବତ

ଆନନ୍ଦପୁର/ଘଟଗାଁ: ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବାଲି ମାଫିଆଙ୍କ ଘରେ କେନ୍ଦୁଝର ପୋଲିସ ର ସ୍ୱତନ୍ତ୍ର ସ୍କ୍ବ୍ୟାର୍ଡର ଚଢ଼ାଉ । ୨୦ ଲକ୍ଷ ରୁ ଅଧିକ ଟଙ୍କା ଜବତ । ସେହିପରି ୩୦ରୁ ଅଧିକ ଗାଡି ଜବତ ସହ ୮ ଜଣ ଗିରଫ ହୋଇଛନ୍ତି । ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି…

ଭାରସାମ୍ୟ ହରାଇ ଓଲଟିଲା  ପିକଅପ୍ ଭ୍ୟାନ , ୩ ଗୁରୁତର ୩ ଆହତ

ଆନନ୍ଦପୁର :  ଭାରସାମ୍ୟ ହରାଇ ଓଲଟି ପଡିଲା ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ । ୩ ଗୁରୁତର ୩ ଆହତ । ଘସିପୁରା ଥାନା ଦୀପପାଳ ନିକଟରେ ରାସ୍ତା ତଳକୁ ଓଲଟି ପଡିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ପିକଅପରେ ଯାଉଥିବା ୩ ଶ୍ରମିକ ଗୁରୁତର ୩ ଆହତ । ଜର୍ଦାଠାରୁ ଦେଓଗାଁ ଯାଏଁ ହେଉଥିବା…

ଭୟଙ୍କର ବାଇକ ଦୁର୍ଘଟଣା, ଯୁବକ ମୃତ

ଆନନ୍ଦପୁର: ହାଟଡିହି ବ୍ଲକ ସୋସୋଥାନା ଅଧିନସ୍ଥ ସୁନ୍ଦରପୁର ଗାଁନି କଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ହେଉଛନ୍ତି ରାଇନଟା ଗ୍ରାମର ସିପୁନୁ ନାଇକ । ସିପୁନୁ ସଢ଼ାଛକର ଏକ ଗ୍ରିଲ ଦୋକାନରେ କାମ କରନ୍ତି । ଅପରାହ୍ନରେ ବାଇକ ନେଇ ନିଜ ଘରକୁ ଯାଉଥିବାବେଳେ…

ଫିକା ପଡ଼ିଲା ରକ୍ତ ସମ୍ପର୍କ, ବଡ଼ଭାଇକୁ ସାନଭାଇର ମରଣାନ୍ତକ ଆକ୍ରମଣ

ଆନନ୍ଦପୁର: ଫିକା ପଡ଼ିଲା ରକ୍ତ ସମ୍ପର୍କ । ବଡ଼ଭାଇକୁ ସାନଭାଇର ମରଣାନ୍ତକ ଆକ୍ରମଣ । ଝଗଡ଼ାକୁ ନେଇ ବଡ଼ଭାଇ ଘରେ ଶୋଇଥିବାବେଳେ ମାରଣାସ୍ତ୍ରରେ ହାଣି ପକାଇଲା ସାନ ଭାଇ । ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ନାଥ ମୁଣ୍ଡାକୁ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡ଼ ଓ ହାତରେ ଗଭୀର…

ପୋଷ୍ଟ ଅଫିସରେ ଅହିରାଜ, ସାପକୁ ଦେଖି ଭୟଭୀତ ହୋଇଥିଲେ ସ୍ଥାନୀୟ ଲୋକେ

ଆନନ୍ଦପୁର: ପୋଷ୍ଟ ଅଫିସରେ ଅହିରାଜ । ଆନନ୍ଦପୁର ଉପଖଣ୍ଡ ହଦଗଡ଼ରେ ଥିବା ପୋଷ୍ଟ ଅଫିସରେ ଏକ ବିରାଟକାୟ ଅହିରାଜ ବାହାରିଛି । ଯାହାକୁ ଦେଖି ଭୟଭୀତ ହୋଇଥିଲେ ସ୍ଥାନୀୟ ଲୋକେ । ତେବେ କିଛି ଯୁବକ ସାପ ଉପରକୁ ଟେକା ପଥର ଫିଙ୍ଗୁଥିବା ଦେଖିବାକୁ ମିଳିଛି। ନିକଟରେ ହଦଗଡ଼ ଜଙ୍ଗଲ ଥିବାରୁ ଅନେକ…

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ, ଗ୍ରାମବାସୀ ଭୟଭୀତ

ଆନନ୍ଦପୁର: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ଅଗଣାରେ ଘୁରି ବୁଲିଲେ ୫ଟି ଜଙ୍ଗଲୀ ଭାଲୁ । ଗତକାଲି ବିଳମ୍ବିତ ରାତିରେ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ସ୍ଥାନୀୟ ପୁରୁଣାବାନ୍ଧଗୋଡା ଗ୍ରାମର ପ୍ରକାଶ ନାୟକଙ୍କ ଘର ଅଗଣାରେ ୫ଟି…