Below header
Browsing Tag

andhra pradesh

ଶିକ୍ଷକ ନିଯୁକ୍ତି ୨୦୨୨: ଟିଜିଟି ଓ ପିଜିଟି ପଦରେ ବାହାରିଲା ଚାକିରି; ୧୮ ସେପ୍ଟେମ୍ବର ସୁଦ୍ଧା କରନ୍ତୁ ଆବେଦନ

ଆନ୍ଧ୍ର ପ୍ରଦେଶର ବିଦ୍ୟାଳୟ ଶିକ୍ଷା ବିଭାଗ ବିଭିନ୍ନ ଶିକ୍ଷକ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଶାୟୀମାନେ AP DSP Teacher Recruitment 2022 ପାଇଁ ଅଫିସିଆଲ େଓ୍ଵବ୍‌ସାଇଟ cse.ap.gov.inରେ ସେପ୍ଟେମ୍ବର ୧୮, ୨୦୨୨ ସୁଦ୍ଧା ଅନଲାଇନ ଆବେଦନ କରି ପାରିବେ। ଏହି ପଦଗୁଡ଼ିକରେ…

ପୁଅର ମୃତ୍ୟୁ ପରେ ପର ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିଲା ବୋହୂ, ହତ୍ୟା କରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଶାଶୁ;…

ଆନ୍ଧ୍ର ପ୍ରଦେଶ: ପାରିବାରିକ କଳହକୁ କେନ୍ଦ୍ର କରି ଶାଶୁର ଉନ୍ମତ୍ତ କାଣ୍ଡ। ସାମାନ୍ୟ ଝଗଡ଼ା ପରେ ବୋହୂର ମୁଣ୍ଡ ଗଣ୍ଡି ଅଲଗା କରି ଦେଲା ଶାଶୁ। ଆଉ କଟା ମୁଣ୍ଡକୁ ନେଇ ପହଞ୍ଚିଲା ଥାନାରେ। ଆନ୍ଧ୍ର ପ୍ରଦେଶର ଅନ୍ନାମୟା ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା। ଏଠାରେ ଗୁରୁବାର ଦିନ…

ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଆଣିଲେ ନୂଆ ଏସଓପି, ଅଭିଯୋଗ ଆସିଲେ ନିଆଯିବ ଗମ୍ଭୀର କାର୍ଯ୍ୟାନୁଷ୍ଠାନ

ସ୍କୁଲରେ ଛାତ୍ରଛାତ୍ରୀ ପାଠପଢିବା ସହିତ ଅନେକ ସମସ୍ୟାର ସମ୍ମୁଖୀନ କରିଥାନ୍ତି। ହେଲେ ଆଜିକାଲି ଛାତ୍ରୀମାନେ ସ୍କୁଲରେ ବିଭିନ୍ନ ପ୍ରକାରର ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି। ସ୍କୁଲ କର୍ମଚାରୀ ହୁଅନ୍ତୁ ଅବା କର୍ତ୍ତୃପକ୍ଷଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ଆସିଛି ।  ତେବେ ଏମିତି…

ଆନ୍ଧ୍ର: ଅଟୋ ଉପରେ ଖସି ପଡ଼ିଲା ହାଇ ଭୋଲ୍‌ଟେଜ ବିଦ୍ୟୁତ୍‌ ତାର, ସମସ୍ତ ୮ ଯାତ୍ରୀ ଜୀବନ୍ତ ଜଳିଗଲେ

ଆନ୍ଧ୍ର ପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଉପରେ ହାଇ ଭୋଲ୍‌ଟେଜ ବିଦ୍ୟୁତ୍‌ ତାର ଖସି ପଡ଼ିଥିଲା, ଯାହା ପରେ ସଙ୍ଗେ ସଙ୍ଗେ ପୂରା ଅଟୋରେ…

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ ଓ ଲରୀ ମୁହାମୁହିଁ ଧକ୍କାରେ ୬ ମୃତ

ଆନ୍ଧ୍ରପ୍ରଦେଶରେ ଆଜି ସକାଳେ ଭୀଷଣ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲାରେ ହୋଇଛି। ଏଠାରେ ଥିବା ଏକ ଟ୍ରକ ରାସ୍ତାରେ ଛିଡା ହୋଇଥିବା ଲରି ସହିତ ଧକ୍କା ହୋଇଥିଲା। ତେଣୁ ଘଟଣାସ୍ଥଳରେ ୬ ଲୋକ…

ଆନ୍ଧ୍ରରେ ହିଂସା! ମନ୍ତ୍ରୀ, ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ! ପରିବାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର…

ଆନ୍ଧ୍ର ପ୍ରଦେଶର କୋନାସୀମା ଜିଲ୍ଲାର ନାମ ପରିବର୍ତ୍ତନକୁ ନେଇ ମଙ୍ଗଳବାର ଏଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଅମଲାପୁରମ୍‌ ସହରରେ ଏହି ହିଂସା ଘଟାଇଥିଲେ। ସେମାନେ ପୋଲିସ ଉପରକୁ ଢେଲା, ପଥର ମାଡ଼ କରିବା ସହ ରାସ୍ତାପାର୍ଶ୍ୱରେ ଥିବା ଯାନବାହନଗୁଡ଼ିକରେ ନିଆଁ…

ଟିକିଏ ବି ହେଲାନି ଦୟା…ରେଲୱେ ଷ୍ଟେସନରେ ଗର୍ଭବତୀ ମହିଳାଙ୍କୁ ଦୁଇ ପିଲାଙ୍କ ସାମ୍ନାରେ ଗଣଦୁଷ୍କର୍ମ କଲେ ୩ ନିଶାଡ଼ି;…

ସବୁ ସୀମା ପାର୍‌ କରିଦେଲା ଆନ୍ଧ୍ର ପ୍ରଦେଶର ଏହି ଘଟଣା। ରାଜ୍ୟର ବାପଟଲା ଜିଲ୍ଲାରୁ ଏମିତି ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି, ଯାହାକି ଆପଣଙ୍କ ଛାତି ଥରାଇଦେବ। ଏଠାରେ ୩ ଜଣ ନିଶାଡ଼ି ନିଜର ହିତାହତ ଜ୍ଞାନ ଭୁଲି ଜଣେ ନିରୀହ ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଆଉ ତାହା…

ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୬ ମୃତ, ୧୨ ଗୁରୁତର

ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କିରେଡ୍ଡିଗୁଡେମରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣାରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…

ସମସ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି,…

ଆନ୍ଧ୍ରରେ ଏକାଥରକେ ଇସ୍ତଫା ଦେବେ ୨୪ ମନ୍ତ୍ରୀ। ବୁଧବାର ମନ୍ତ୍ରିମଣ୍ଡଳର ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି। ଏପ୍ରିଲ ୧୧ରେ ପୁଣିଥରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ନିଆଯିବ। ଏଣୁ ଶପଥ ଗ୍ରହଣ ପୂର୍ବରୁ ସମସ୍ତ…

ଆନ୍ଧ୍ରରେ ୧୩ଟି ନୂଆ ଜିଲ୍ଲା ଗଠନ କଲେ ଜଗନ ମୋହନ ସରକାର, କହିଲେ-ଏବେ ଦୂର ହେବ ଲୋକଙ୍କ ସମସ୍ୟା

ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶରେ ତିଆରି ହେଲା ୧୩ଟି ନୂଆ ଜିଲ୍ଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ ସୋମବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୧୩ ନୂଆ ଜିଲ୍ଲାର ଔପଚାରିକ ଉଦ୍‌ଘାଟନ୍‌ କରିଛନ୍ତି। ଫଳରେ ଏବେ ରାଜ୍ୟର ମୋଟ୍‌ ଜିଲ୍ଲା ସଂଖ୍ୟା ୨୬ ହୋଇଯାଇଛି।…