Browsing Tag

Anganwadi workers

ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ସରକାରୀ କର୍ମଚାରୀ ମାନ୍ୟତା, ୧୮ ହଜାର ଟଙ୍କା ଦରମା ଦାବି

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଅଙ୍ଗନବାଡ଼ି କର୍ମୀ । ଏଥିସହ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ…

ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ପହଞ୍ଚିଲା ୪୫ ଦିନରେ, ଦିନରାତି ବସିଛନ୍ତି ହେଲେ କେହି ବୁଝୁ ନାହାନ୍ତି ଦୁଃଖ

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଚାଲିଛି । ୪୫ ଦିନ ହେଲାଣି ଏମାନେ ଆନ୍ଦୋଳନ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ କେହି ଶୁଣୁ ନାହାନ୍ତି। ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ଯତା, ସୁପରଭାଇଜରରେ ପଦୋନ୍ନତି, ସମାନ କାମକୁ ସମାନ ଦରମା ଭଳି ୮ ଦଫା ଦାବି…

ଯାଜପୁର: ମା ଓ ଶିଶୁଙ୍କ ପାଇଁ ଆସିଥିବା ଛତୁଆ ଗାଡିକୁ ଅଟକାଇଲେ ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀ

ଯାଜପୁର(କେନ୍ୟୁଜ୍): ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ଆସିଥିବା ଛତୁଆ ଗାଡିକୁ ଅଟକାଇଲେ ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ। ଗତ ୨୧ତାରିଖରୁ ୮ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଜାରି ରହିଛି।…

୮ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇରେ ଅଙ୍ଗନବାଡ଼ି କର୍ମୀ, ଲୋୟର ପିଏମଜି କଲେ ହଲ୍ଲା ବୋଲ

କେନ୍ୟୁଜ୍(ବ୍ୟୁରୋ): ୮ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇରେ ଅଙ୍ଗନବାଡ଼ି କର୍ମୀ। ଭୁବନେଶ୍ୱର ଲୋୟର ପିଏମଜି ଛକରେ ଏକାଠି ହୋଇଛନ୍ତି ୫୦ହଜାରରୁ ଅଧିକ ଅଙ୍ଗନବାଡ଼ି କର୍ମୀ। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀଙ୍କ ମାନ୍ୟତା ପ୍ରଦାନ ସହ ଇପିଏଫ, ଗ୍ରାଚୁଇଟି ଆଦି ଭଳି ଦାବି ରଖିଛନ୍ତି…

ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ଏକତରଫା ପ୍ରେମ ନିବେଦନରେ ଅରାଜି ହେବାରୁ ଅଙ୍ଗନବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର (କେନ୍ୟୁଜ): ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକାକୁ ପାଇବା ପାଇଁ ପ୍ରେମିକ କଲା ପାଗଳାମି । ଅଙ୍ଗନବାଡି କର୍ମୀ ଭାବେ କାମ କରୁଥିବା ମହିଳାଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରି ବିଫଳ ହେବା ପରେ ଆଜି ଉକ୍ତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଅଭିଯୋଗ ମୁତାବକ ଧର୍ମଶାଳା ଥାନା…