ଆର୍ଜେଣ୍ଟିନାରେ ଭୂକମ୍ପ, ତୀବ୍ରତା ୫.୭
ଆର୍ଜେଣ୍ଟିନା: ପ୍ରବଳ ଭୂମିକମ୍ପରେ ଥରି ଉଠିଲା ଆର୍ଜେଣ୍ଟିନା । ସାଣ୍ଟିଆଗୋ ଡେଲ୍ ଏଷ୍ଟେରୋ ପ୍ରଦେଶରେ ୫.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପ ରାତି ୨୧:୩୭ (UTC) ରେ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର…