Browsing Tag

aul

Flood Hit Villagers: ବନ୍ୟା ଯୋଗୁ ଦିନରେ ହୀନସ୍ତା, ରାତିରେ ସରୀସୃପଙ୍କ ଡର

ଆଳି: ବନ୍ୟା ଯୋଗୁ ଦିନରେ ହୀନସ୍ତା । ରାତିରେ ସରୀସୃପଙ୍କ ଡର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ମାଣିକପାଟଣା ଗାଁରେ ଏବେବି ପାଣି ଜମି ରହିଛି । ଗାଁ ଦାଣ୍ଡରେ ପାଣି ଲହଡି ମାରୁଥିବାବେଳେ ଘର ଭିତରେ ପଶିଛି ପାଣି । ରାତି ହେଲେ ସରୀସୃପଙ୍କ ଭୟ ଘାରୁଛି । ସାରା ରାତି ଉଜାଗର ରହି ଲାଇଟ୍…

Flood : ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତକୁ ଯୋଗଯୋଗ ବିଛିନ୍ନ, ରାଜକନିକାର ବୈତରଣୀ ନଦୀ ବନ୍ୟାରେ ୪ ପଞ୍ଚାୟତ…

ଆଳି : ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତକୁ ଯୋଗଯୋଗ ବିଛିନ୍ନ ।   କେନ୍ଦ୍ରାପଡା ଜିଲ୍ଲାର କାଣି ନଦୀରେ ବନ୍ୟା ଆସିବା ଫଳରେ ଆଳି ବ୍ଲକର ଧୋୟା ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଛିନ୍ନ ହୋଇଛି ।  ଗୋବିନ୍ଦପୁର-ମାନପୁର ରାସ୍ତାର ଘୋଷରା ନିକଟରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ…

ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ ଘଟଣା, ନାବାଳିକା ଝିଅ ଖୋଲିଦେଲା ବାପାଙ୍କ ହତ୍ୟାର ଗୁମର

ଆଳି: ନାବାଳିକା ଝିଅ ଖୋଲିଦେଲା ବାପାଙ୍କ ହତ୍ୟାର ଗୁମର। ବାପାଙ୍କୁ ମାରି ଦେଇଥିଲେ ମାମୁ । କେମିତି ମାରିଥିଲେ କହିଦେଲା ଝିଅ ।  କେନ୍ଦ୍ରାପଡ଼ା ଆଳିରେ ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ସାମ୍ନାକୁ ଆସିଲା ମୃତକଙ୍କ ନାବାଳିକା ଝିଅର ସାଂଘାତିକ ବୟାନ…

ଘରଲୋକଙ୍କ ବେକରେ ମାରଣାସ୍ତ୍ର ଲଗାଇ ଲୁଟି ନେଲେ ୨୫ଲକ୍ଷ ଟଙ୍କାର ସୁନା ଓ ରୁପା  

ଆଳି: କେନ୍ଦ୍ରାପଡ଼ା ଆଳିରେ ଚାଞ୍ଚଲ୍ୟ । ଘରଲୋକଙ୍କ ବେକରେ ମାରଣାସ୍ତ୍ର ଲଗାଇ ଲୁଟି ନେଲେ ୨୫ଲକ୍ଷ ଟଙ୍କାର ସୁନା ଓ ରୁପା  । ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଘର ଭିତରେ ପଶିଥିଲେ ୧୨ ଡକାୟତ । ଘରଲୋକଙ୍କ ବେକରେ ମାରଣାସ୍ତ୍ର ଲଗେଇ ଲୁଟି ନେଲେ ୨୫ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ।…

ଗୌରାଙ୍ଗ ସେଠୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଅପହରଣ ଘଟଣା, ଏସ.ପି ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗାଁର ଗୌରାଙ୍ଗ ସେଠୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଅପହରଣ ଘଟଣାରେ କେନ୍ଦ୍ରାପଡା ଏସ.ପି ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ । ଘଟଣା ଘଟିଥିବା ଗାଁ ନିକଟସ୍ତ ସହିରା ବାଲିଘାୟ ଓ ମହାଦେଇପାଟଣା ଗାଁରେ ପଂହଚି ପୁଲିସ ବାହିନୀ ସହ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ : ୫ ଦିନ ପରେ ବି ମିଳୁନି ପତ୍ତା, ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ

ଆଳି : କେନ୍ଦ୍ରାପଡ଼ା ଆଳି ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ ।  ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ ।  ୫ ଦିନ ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ  ।  ନ୍ୟାୟ ଦାବିରେ ଆଳି ଥାନା ଘେରିଲେ ଗ୍ରାମବାସୀ ।  ମହାଦେଇପାଟଣା ଗାଁରେ ଗାଡ଼ି ଭଙ୍ଗାରୁଜାକୁ ନେଇ ହୋଇଥିଲା ଆକ୍ରମଣ ।…

ଭଲି ଖେଳୁଥିବା ବେଳେ ନାବାଳକକୁ ହାଣିଲା ନାବାଳକ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ଆଳି : ଭଲି ଖେଳୁଥିବା ବେଳେ ୧୭ବର୍ଷର ନାବାଳକକୁ ଧାରୁଆ ଅସ୍ତ୍ରରେ ହାଣିଲା ୧୬ବର୍ଷର ନାବାଳକ ।  ଚିକିତ୍ସା ପାଇଁ ଗୁରୁତର ନାବାଳକ ଜଣଙ୍କ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି ।  ଏଭଳି ଅଭାବନୀୟ ଘଟଣାଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗାଁରେ ।…

ଠକ ପୋଷ୍ଟମାଷ୍ଟରଙ୍କୁ ଜେଲ ଦଣ୍ଡାଦେଶ, ୪ଟି ଦଫାରେ ୫ବର୍ଷ ଜେଲ

ଆଳି: ଠକ ପୋଷ୍ଟମାଷ୍ଟରଙ୍କୁ ଜେଲ ଦଣ୍ଡାଦେଶ । ୪ଟି ଦଫାରେ ୫ବର୍ଷ ଜେଲ ଦଣ୍ଡାଦେଶ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣା ଉପ-ଡାକଘରର ପୂର୍ବତନ ପୋଷ୍ଟ ମାଷ୍ଟର ଆଶିକ୍ କୁମାର ମାହାଲିଙ୍କୁ ୪ଟି ଦଫାରେ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଆଳି JMFC କୋର୍ଟ । ସେ ପୋଷ୍ଟ…

ଗୋବିନ୍ଦ ଗୋସ୍ବାମୀ ପୀଠରେ ପାଳିତ ହେଲା ବାର୍ଷିକ ଉତ୍ସବ, ଏକାଠି ହୋଇଥିଲେ ସମସ୍ତ ଭକ୍ତ

ଆଳି: ହରି ବୋଲ ହୁଳହୁଳି ସାଙ୍ଗକୁ ନାମଯଜ୍ଞରେ କମ୍ପି ଉଠୁଛି ପରିବେଶ । ଏ ଧ୍ୱନି ହିଁ ସୃଷ୍ଟି କରୁଛି ଏକ ଆଧ୍ୟତ୍ମିକତା ବାତାବରଣ । ସମସ୍ତେ ବିଭୁ ପ୍ରେମରେ ତଲିନ ହୋଇ ହଜି ଯାଇଛନ୍ତି । ଏ ହେଉଛି କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ମହୁଗ୍ରାମ ଗୋବିନ୍ଦ ଗୋସ୍ବାମୀ ପୀଠର ଦୃଶ୍ୟ । ପ୍ରତି ବର୍ଷ…

ଗାଁ ଦାଣ୍ଡରେ କୁମ୍ଭୀର ଖେଳିଲେଣି, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢ଼ି ପାଣି ଭୟକୁ ବଳିଗଲା କୁମ୍ଭୀର…

କେନ୍ଦ୍ରାପଡ଼ା: କୁମ୍ଭୀର ପାଟିକୁ ଆଁ କରି ରହିଛି । ଶିକାର ଆଶାରେ ଟହଲ ମାରୁଛି । ବନ୍ୟାଜଳରେ ଭାସି ଆସିଛନ୍ତି ମାଳ ମାଳ କୁମ୍ଭୀର । ସେପଟେ ଘର ବୁଡ଼ି ପାଣି ଆଣ୍ଠୁଏ । ଲୋକେ ରାସ୍ତାରେ ପାଦ ପକେଇପାରୁନାହାନ୍ତି । ହଁ ଦର୍ଶକବନ୍ଧୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖୁଛନ୍ତି ମଗର ମହାରାଜ…

ସଞ୍ଜ ହେଲେ ଗାଁରେ ପଡ଼ୁଛି ତାଟି କବାଟ, ବାରହା ଭୟରେ ଆତଙ୍କିତ ଲୋକେ

ଆଳି: ସଞ୍ଜ ହେଲେ ଗାଁରେ ପଡ଼ୁଛି ତାଟି କବାଟ । ଭୟରେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ଲୋକେ । ପୂରା ଗାଁରେ ପଡ଼ିଯାଇଛି ଚହଳ । ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁ ଲୋକେ । କେତେବେଳେ ଶହ ଶହ ଏକର ଫସଲ ତ କେତେବେଳେ ଲୋକଙ୍କ ଉପରେ ଆକ୍ରମଣ କରୁଛି । ଆପଣ ଭାବୁଥିବେ କଣ ଏମିତି ଘଟିଛି…

ପ୍ରଭୁ ଶ୍ରୀଲକ୍ଷ୍ମୀବରାହ ଜୀଉଙ୍କ ପୀଠ ଦଧିନଉତିରେ ଫାଟ, ମନ୍ଦିର ଉପରେ ଉଠିଛି ବର ଓ ଅଶ୍ଵତ୍ଥ ଗଛ

ଆଳି: ଅବ୍ୟବସ୍ଥା ଘେରରେ କେନ୍ଦ୍ରାପଡା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲକ୍ଷ୍ମୀବରାହ ଜୀଉଙ୍କ ପୀଠ । ୭୦୦ବର୍ଷ ପୂର୍ବେ ନିର୍ମିତ ହୋଇଥିବା ୭୮ଫୁଟ ଉଚ୍ଚର ପ୍ରଭୁ ଶ୍ରୀଲକ୍ଷ୍ମୀ ବରାହ ଜୀଉଙ୍କ ପୁରାତନ ମନ୍ଦିରଟି ରକ୍ଷଣାବେକ୍ଷଣ ଅଭାବ ଓ ବିଭାଗର ଚରମ ଉଦାସୀନତା ଯୋଗୁ ଏବେ…