ବିଳମ୍ବିତ ରାତିରେ ଭୋଜନ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ
ସମୟ ପରିବର୍ତ୍ତନ ହେବା ସହିତ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି । ଖାଇବାଠାରୁ ଆରମ୍ଭ କରି ଡ୍ରେସିଂ ଷ୍ଟାଇଲ ପର୍ଯ୍ୟନ୍ତ । ବର୍ତ୍ତମାନ ସମୟର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ପୂର୍ବ ଅପେକ୍ଷା ବହୁତ ବଦଳିଯାଇଛନ୍ତି । ଯେମିତିକି ରାତିଦିନ ଖାଇବା ପିଇବା ଭୁଲି ଲୋକମାନେ ଅହରହ…