Browsing Tag

bank loot

Bank Loot : ଦିନ ଦ୍ବିପହରରେ ବ୍ୟାଙ୍କରେ ପଶି ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କା, ବ୍ୟାଙ୍କ ମ୍ଯାନେଜର ଗୁରୁତର

ଜଳେଶ୍ୱର : ଦିନ ଦ୍ବିପହରରେ ବ୍ୟାଙ୍କ  ଭିତରେ ପଶି ୧୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ଓଡିଶା ଗ୍ରାମ୍ଯ ବ୍ୟାଙ୍କ ଶାଖାରୁ ଲୁଟ ଅଭିଯୋଗ ହୋଇଛି। ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇବା ସହ ବ୍ଯାଙ୍କର ମ୍ଯାନେଜର ଏବଂ…

୧ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ , ନିଲମ୍ବିତ ହେଲେ ବ୍ରାଞ୍ଚ ମ୍ୟାନେଜର

ମାଲକାନଗିରି : ବ୍ଯାଙ୍କରୁ କୋଟିଏରୁ ଅଧିକ ଟଙ୍କା ହଡପ କରି ନିଲମ୍ବିତ ହେଲେ ଶାଖା ପରିଚାଳକ । ମାଲକାନଗିରି KCC BANKର ପୂର୍ବତନ ବ୍ରାଞ୍ଚ ମ୍ଯାନେଜର ଶୁଭେନ୍ଦୁ ଖରାଙ୍କୁ ସସପେଣ୍ଡ କରାଯାଇଛି । ୧ କୋଟି ୭ ଲକ୍ଷ ୭୫ ହଜାର ଟଙ୍କା ହଡପ କରିଥିବା ନେଇ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ…

ମହାରାଷ୍ଟ୍ର ବ୍ୟାଙ୍କରୁ ବଡ଼ ଧରଣର ଡ଼କାୟତି, ଲୁଟିନେଲେ ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ମହାରାଷ୍ଟ୍ର ବ୍ୟାଙ୍କରୁ ବଡ଼ ଧରଣର ଡ଼କାୟତି ।  ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର ।  ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ।  ୫ଟି ବାଇକ୍ ରେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫କୋଟି ଟଙ୍କାରୁ ଉର୍ଧ୍ବ ସୁନା ଓ ୮ ଲକ୍ଷ…

ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହେଲେ କର୍ମଚାରୀ, ତଦନ୍ତ କରୁଛି ପୋଲିସ

ବିଶ୍ବାସ କରିବ କାହାକୁ ? ଯାହାକୁ ଭରସା କରିଥଲା ବ୍ୟାଙ୍କ ସେହିଁ ଲୁଟି ନେଲେ । ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଦୁଇ କର୍ମଚାରୀ ୧୫ ଲକ୍ଷ ୯୦ ହଜାର ୫ ଶହ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଏସବିଆଇ ମୁଖ୍ୟ ଶାଖା ଅଧୀନରେ ଥିବା ଏଟିଏମରେ ଟଙ୍କା…

ଗ୍ରାହକ ସାଜି ଆସିଲେ, ବ୍ୟାଙ୍କରୁ ୩୦ ଲକ୍ଷ ଲୁଟିଲେ

ମୟୂରଭଞ୍ଜ: ଗ୍ରାହକ ସାଜି ଆସିଲେ, ବ୍ୟାଙ୍କରୁ ୩୦ ଲକ୍ଷ ଲୁଟିନେଲେ । ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସଵିଆଇ ଶାଖାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ଏପରିକି ଦୁର୍ବୃତ୍ତଙ୍କ ମାଡ଼ରେ ବ୍ୟାଙ୍କର ଦୁଇ କର୍ମଚାରୀଙ୍କୁ ଲହୁଲୁହାଣ ହୋଇଛନ୍ତି । ଘଟଣାସ୍ଥଳରେ ବହଳଦା ଥାନା ପୋଲିସ…

କିଓସ୍କ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ନେଇଗଲେ ଦେଢ଼ ଲକ୍ଷ ଟଙ୍କା

ସୁବର୍ଣ୍ଣପୁର : କିଓସ୍କ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ବନ୍ଧୁକ ଦେଖାଇ ଦେଢ଼ ଲକ୍ଷ ଟଙ୍କା ନେଇଗଲେ ।  ଦୁର୍ବୃତ୍ତଙ୍କ ଆକ୍ରମଣରେ କିଓସ୍କ ବ୍ୟାଙ୍କ ମାଲିକ ଗୁରୁତର  ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ଡ଼କାୟତି ହୋଇଥବା ଅଭିଯୋଗ ହୋଇଛି । ସୂଚନା…

ଝରକା କାଟି ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଜଳେଶ୍ଵର : କେତେବେଳେ ବନ୍ଧୁକ ଦେଖାଇ ତ କେତେବେଳେ ସ୍କାଏ ଲାଇଟ ଭାଙ୍ଗି କରୁଛନ୍ତି ଲୁଟ୍ । ଦିନ ଦ୍ୱିପ୍ରହରରେ ହଉ କି ବିଳମ୍ବିତ ରାତିରେ ବେଧଡ଼କ ଭାବେ ଲୁଟ୍ କରୁଛନ୍ତି ଲୁଟେରା । ଲୁଟେରାମାନେ ଲୁଟିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମାନଙ୍କର ନା ଅଛି ଆଇନ୍‌ ର ଭୟ ନା ଅଛି…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଝରକା କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ବର : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ । ଝରକା କାଟି ବ୍ୟାଙ୍କରୁ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଖପରାପଦା ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଗ୍ୟାସ କଟରରେ ଲୁହା ଗ୍ରିଲକୁ କାଟି ବ୍ୟାଙ୍କ ଭିତରକୁ ପଶିଥିଲେ ଲୁଟେରା ।  ଆଜି…

ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ

 ବାଲେଶ୍ବର: ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତରାଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଏସବିଆଇ ୧୦ ତାରିଖ ଠାରୁ ବନ୍ଦ ଥିବା ବେଳେ ଆଜି ମଧ୍ୟାହ୍ନରେ ବ୍ୟାଙ୍କ ଶାଖା ପରିଚାଳକ କୌଣସି କାମରେ ବ୍ୟାଙ୍କକୁ…

ସିସିଟିଭିରେ କଏଦ୍ ହେଲା ଘରୋଇ ଫାଇନାନ୍ସ ବ୍ୟାଙ୍କ ଲୁଟର ଦୃଶ୍ୟ, ଚାଲିଛି ପୋଲିସର ତନାଘନା

ଭଦ୍ରକ: ଲୋକମାନେ ନିଜ ଟଙ୍କା ପଇସାକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ବ୍ୟାଙ୍କରେ ରଖନ୍ତି । କିନ୍ତୁ ଥରେ ଭାବନ୍ତୁ ତ ଯଦି ବ୍ୟାଙ୍କରୁ ବି ଲୁଟ ହୁଏ ତେବେ ସାଧାରଣ ଲୋକେ କ'ଣ ବା କରିବେ! ଆଜିକାଲି ଯୁଗରେ ବ୍ୟାଙ୍କ ବି ସୁରକ୍ଷିତ ନୁହେଁ । କାରଣ ଚାରିଆଡେ ମାତିଛନ୍ତି ଲୁଟେରା । ଯେଉଁଠି ଟିକେ…

ଖେଳନା ବନ୍ଧୁକ ଦେଖାଇଲା ଲୁଟେରା, ମାଡ଼ି ବସିଲେ ବ୍ୟାଙ୍କ କର୍ମଚାରୀ

ବଲାଙ୍ଗୀର : ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ । ଅତି ଚାଲାକିର ସହ କରିଥିଲା ପ୍ଲାନ୍‌ । କିନ୍ତୁ କଣ ହେବ ତାର ସବୁ ପ୍ଲାନ୍‌ ଫସର ଫାଟିଗଲା । ବ୍ୟାଙ୍କରୁ ଟଙ୍କା ନେଇ ଫେରାର ହେଉଥିବାବେଳେ ଝାମ୍ପି ପକାଇଲେ ବ୍ୟାଙ୍କ୍‌ କର୍ମଚାରୀ ।ବ୍ୟାଙ୍କ୍‌ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ…

ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ବରଗଡ଼ (କେନ୍ୟୁଜ୍‌): ବନ୍ଧୁକ ମୁନରେ ବ୍ୟାଙ୍କରେ ଲୁଟ । ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୯ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ହୋଇଛି ଲୁଟ । ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ୨ଜଣ ଦୁବୁର୍ତ୍ତ ବ୍ୟାଙ୍କରେ ପଶିଥିଲେ । ଅନ୍ୟ ଜଣେ…