Below header
Browsing Tag

Berhampur

ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣୀ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା “ଦିବ୍ୟାଙ୍ଗଜନ ସମାଧାନ”

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଏକ ଅଭିଯୋଗ ଶୁଣାଣୀ ବ୍ୟବସ୍ଥା “ଦିବ୍ୟାଙ୍ଗଜନ ସମାଧାନ”ର ଆରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ସବ-ଡିଭିଜନ କାର୍ଯ୍ୟାଳୟ ଓ ବ୍ରହ୍ମପୁର ମହାନଗର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉ ସଫଳତାର ଶ୍ରେୟ ତାଙ୍କୁ ହିଁ ଦେଲେ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ବିଜେଡି ଦଖଲରେ ଆସିବା ପରେ ଏହାର ସମସ୍ତ ଶ୍ରେୟର ଅସଲ ହକଦାର ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତକାଲିର ବିଜୟ ପରେ ଆଜି ନବୀନ ନିବାସକୁ ଆସି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି କଟକରୁ…

ବ୍ରହ୍ମପୁରରେ ମେୟର ପଦ ହାତେଇଲେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ

(କେନ୍ୟୁଜ): ବ୍ରହ୍ମପୁରର ମେୟର ପଦ ହାତେଇଲେ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ମେୟର ପ୍ରାର୍ଥୀ ସଂଘମିତ୍ରା। ବିଜେପିର ସବିତା ସୁଆରଙ୍କୁ ହରାଇଛନ୍ତି । ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ସମସ୍ତ ସଫଳତାର ଶ୍ରେୟ…

ବ୍ରହ୍ମପୁର ସହରରେ ପୁଣି ଟାର୍ଗେଟରେ ସିନିଅର ସିଟିଜେନ୍‌: ଘରେ ଏକାକୀ ଥିବା ମହିଳାଙ୍କୁ ନିର୍ମମ ହତ୍ୟା

ବ୍ରହ୍ମପୁର(କେନ୍ୟୁଜ୍): ବିରଷ୍ଠ ନାଗରିକଙ୍କୁ ଅତି ର୍ନିମମ ଭାବେ ହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ଅଳକାପୁରୀ ସପ୍ତମ ଲାଇନରେ । ବିଜୟ ବେହରା ଓ ତାଙ୍କ ପନ୍ନୀ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ରହି ଆସୁଥିବା ବେଳେ ଗତ କାଲି ସଂଧ୍ୟାରେ କୌଣସି ଦୁର୍ବର୍ତ୍ତ…

ତପସ୍ୱିନୀଙ୍କ ଟ୍ରାକ୍‌ରେ ରଶ୍ମିତା, ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଦେଇଛନ୍ତି ଧାରଣା

ବ୍ରହ୍ମପୁର(କେନ୍ୟୁଜ୍):ତପସ୍ୱିନୀଙ୍କ ଟ୍ରାକ୍‌ରେ ରଶ୍ମିତା । ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆମ୍ବପୁର ଗାଁର ରଶ୍ମିତା କୁମାରୀ ରାଉଳ ଧାରଣା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ୨୦୧୪ରେ ରଶ୍ମିତା ପୋଡାପଲ୍ଲୀ ଗାଁର ଜିତେନ୍ଦ୍ର ମୁନିଙ୍କୁ ବିବାହ…