Below header
Browsing Tag

best health

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ତିନୋଟି ଜିନିଷ, ନଚେତ ହୋଇପାରେ ଗମ୍ଭୀର ରୋଗ

ଲୋକମାନେ ଅଜାଣତରେ ସକାଳୁ ଉଠି ଖାଲି ପେଟରେ କିଛି ଏପରି ଜିନିଷ ଖାଇନିଅନ୍ତି, ଯାହା ତାଙ୍କର ପୂରା ଦିନଟିକୁ ଖରାପ କରିଦେଇଥାଏ । ଯେତେବେଳେ ଆମେ ନିଦରୁ ଉଠିଥାଉ, ସେହି ସମୟରେ ଆମ ପେଟ ପୂରା ଖାଲି ଥାଏ । ଯଦି ଏହି ପରିସ୍ଥିତିରେ ଆମେ କିଛି ଖରାପ ଖାଦ୍ୟ ଖାଉଛନ୍ତି । ତାହେଲେ ଆମ ପେଟରେ…

ଲୋ ବ୍ଲଡ ପ୍ରେସର ସମସ୍ୟା ଅଛି କି ? ଘରୋଇ ଉପାୟରେ ନିୟନ୍ତ୍ରଣକୁ ଆଣନ୍ତୁ ରକ୍ତ ଚାପ

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଓ ବାହାର ଖାଦ୍ୟ ଯୋଗୁ ରକ୍ତ ଚାପ ର ସମସ୍ୟା ଦୃତଗତିରେ ବଢିଚାଲିଛି । ସାଧାରଣତ ସମସ୍ତଙ୍କ ଶରୀରରେ ବ୍ଲଡ ପ୍ରେସର ୧୨୦ ରୁ ୮୦ ରହିଥାଏ । ହେଲେ ଯଦି ୯୦ ରୁ ୬୦ ହୋଇଯାଏ, ତାହେଲେ ଏହାକୁ ଲୋ ବ୍ଲଡ ପ୍ରେସର ବୋଲି କୁହାଯାଏ । ତେବେ ଏହି ପରିସ୍ଥିତିରେ…

ଶରୀର ପାଇଁ ଲାଭଦାୟକ ହୋଇଥାଏ ଅମୃତଭଣ୍ଡା ପତ୍ରର ଜୁସ୍‌, ଜାଣନ୍ତୁ ଏହା କେତେ ଦୂର ଠିକ୍‌

ବର୍ତ୍ତମାନ ପରିବର୍ତ୍ତନ ହେଉଥିବା ସମୟରେ ଲୋକମାନେ ଅନେକ ପ୍ରକାରର ରୋଗର ସମ୍ମୁଖୀନ ହେଉଛନ୍ତି । ତେବେ ଏତେ ସବୁ ରୋଗର ସମସ୍ୟା ମଧ୍ୟରେ ଡେଙ୍ଗୁ ଏକ ଗମ୍ଭୀର ରୋଗ ଭାବେ ସାମ୍ନାକୁ ଆସିଛି । ଡେଙ୍ଗୁରେ ପ୍ରତି ବର୍ଷ ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି । ଯେତେବେଳେ ଡେଙ୍ଗୁ ହୋଇଥାଏ,…

ଅଧିକ ଚିନି ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ନଚେତ ହୋଇପାରେ ଏହି ପରି ସମସ୍ୟା

ବର୍ତ୍ତମାନ ଲାଇଫ୍‌ ଷ୍ଟାଇଲ୍‌ରେ ଅନେକ ପ୍ରକାରର ସମସ୍ୟା ଦେଖାଯାଉଛି । ସେଥିପାଇଁ ଆମକୁ ଆମ ପ୍ରତି ଦିନର ଖାଦ୍ୟ ପେୟ ଠିକ୍‌ ରଖିବା ଉଚିତ୍‌ । ଏହା ବ୍ୟତୀତ କୁହାଯାଏ ଯେ କମ୍‌ ମାତ୍ରାରେ ଚିନି ଆପଣଙ୍କ ପାଇଁ ଠିକ୍‌ ହୋଇଥାଏ । ହେଲେ ଚିନି ଅଧିକ ଖାଇବା ଦ୍ୱାରା ଓଜନ ବଢି ପାରେ । ଏହା ଦ୍ୱାରା…

ଶରୀରର ପାଇଁ ଲାଭଦାୟକ ହୋଇଥାଏ ଲିଙ୍ଗୁଡ଼ା ପରିବା, ଶରୀରକୁ ମିଳିଥାଏ ୫ଟି ଲାଭ

ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ସେଥିପାଇଁ ଲୋକଙ୍କୁ ନିଜ ଡାଏଟ୍‌ରେ ସବୁ ପ୍ରକାରର ପରିବା ସାମିଲ୍‌ କରିବା ଉଚିତ୍‌ । ପନିପରିବାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେବେ ବର୍ଷା ଋତୁରେ ଅନେକ ପ୍ରକାରର ପରିବା…

ବାରମ୍ବାର ହାଲିଆ ଲାଗୁଛି କି, ଜାଣନ୍ତୁ କେଉଁ ଭିଟାମିନ୍‌ କମ୍‌ ଅଛି

ବର୍ତ୍ତମାନ ସମୟରେ ଆମ ଶରୀରରେ ଭିଟାମିନ୍‌ କମ୍‌ ହେବା ଯୋଗୁ ଅନେକ ପ୍ରକାରର ରୋଗ ଦେଖାଯାଇଛି । ସେଥିପାଇଁ ଆମ ଶରୀର ପାଇଁ ବିଭିନ୍ନ ପ୍ରକାରର ଭିଟାମିନ୍‌ ବହୁତ ଜରୁରୀ ହୋଇଥାଏ । ତେବେ ଆମେ ଭିଟାମିନ୍‌ – ଡି ବିଷୟରେ ତ ସମସ୍ତେ ଜାଣିଛେ । ଯେ ଏହା ଆମ ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ।…

ଦୃଷ୍ଟି ଶକ୍ତିରେ ଉନ୍ନତି କରିବାକୁ ଚାହୁଁଛନ୍ତି ? ଡାଏଟ୍‌ରେ ସାମିଲ କରନ୍ତୁ ଏହି ଫଳ

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସାମ୍ନାକୁ ଆସୁଛି । ସେହିପରି ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଆଖି ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ବହୁତ କମ ବୟସରେ ହିଁ ପିଲାମାନଙ୍କ ଆଖି ଖରାପ ହେଇଯାଉଛି । ଏହାର ଅନେକ କାରଣ ହୋଇପାରେ କିନ୍ତୁ ଆମର…

ନିଦରେ ଚାଲିବା ସମସ୍ୟା ଥିଲେ ଏଥିରୁ କିପରି ବଞ୍ଚିବେ, ଜାଣନ୍ତୁ ଏହା ବିଷୟରେ

ବର୍ତ୍ତମାନ ସମୟରେ ଖରାପ ଲାଇଫ୍‌ ଷ୍ଟିଇଲ୍‌ ଯୋଗୁ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ସେଥିମଧ୍ୟରୁ ନିଦରେ ଚାଲିବା ମଧ୍ୟ ଏକ ରୋଗ ହୋଇଥାଏ । ଏହିି ସମସ୍ୟା ଦୁନିଆରେ କିଛି ଲୋକଙ୍କ ମଧ୍ୟରେ ଦେଖିବା ପାଇଁ ମିଳିଥାଏ । ଏହି ରୋଗରେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ଏକ ସ୍ଥାନରୁ ଉଠି…

ସାଇକୋଟିକ ଡିସଅର୍ଡର କଣ ? ଜାଣନ୍ତୁ ଏହି ରୋଗ ହେଲେ କଣ ସମସ୍ୟା ହୁଏ

କୌଣସି ବ୍ୟକ୍ତିର ମାନସିକ ସ୍ଥିତି ଠିକ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ପରି ଜଣେ ବ୍ୟକ୍ତିର ମସ୍ତିଷ୍କ ସଠିକ ଭାବରେ କାର୍ଯ୍ୟ କରିବା ନିହାତି ଆବଶ୍ୟକ । କିନ୍ତୁ ବର୍ତ୍ତମାନର ଜୀବନଶୈଳୀକୁ ଦେଖିଲେ ଏହା କୁହାଯାଇପାରେ ଯେ ଅନେକ ଜିନିଷ ଏବଂ ପରିସ୍ଥିତି…

ଓରେଗାନୋର ପତ୍ର ଶରୀର ପାଇଁ ଅତି ଲାଭଦାୟକ, ଜାଣନ୍ତୁ କିପରି?

ପିଜା ଓ ପାସ୍ତାରେ ବ୍ୟବହାର କରାଯାଉଥିବା ଓରେଗାନୋର ପତ୍ର ଶରୀର ପାଇଁ ବହୁ ଲାଭଦାୟକ । ଏହା ଅନେକ ସମସ୍ୟାରୁ ଆରାମ ଦେବାରେ ସାହାଯ୍ୟ କରିଥାଏ। ଯେଉଁ ବ୍ୟକ୍ତିମାନଙ୍କୁ ହାର୍ଟ ଜନିତ ସମସ୍ୟା ଅଛି, ସେହି ବ୍ୟକ୍ତିମାନଙ୍କ ପାଇଁ ଓରେଗାନୋ ବେଶ୍ ଫାଇଦା ଦେଇଥାଏ । ଏଥିରେ…

ସୂର୍ଯ୍ୟମୁଖୀ ଫୁଲ ମଞ୍ଜି ଖାଇଲେ ସୁସ୍ଥ ରହିବ ହାର୍ଟ, ଆଜି ହିଁ କରନ୍ତୁ ଡାଏଟରେ ସାମିଲ

ସୂର୍ଯ୍ୟମୁଖୀ ଫୁଲ ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହାର ମଞ୍ଜି ଆପଣଙ୍କୁ ଅନେକ ଲାଭ ଦେଇ ପାରିବ । ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ଏକ ସୁପର ଫୁଡ ଭାବେ ଜଣା । ଏଥିରେ କ୍ୟାଲସିୟମ, ପ୍ରୋଟିନ, ଫାଇବର, ଫୋଲେଟ, ଜିଙ୍କ, ଆଇରନ, ଭିଟାମିନ ଏ ଏବଂ ଭିଟାମିନ ବି୬…